ଚେନ୍ନାଇ: ତାମିଲନାଡ଼ୁର ମହାବଳିପୁରମରେ ଆସନ୍ତା ଜୁଲାଇ ୨୮ ତାରିଖରେ ଆରମ୍ଭ ହେବାକୁ ଯାଉଛି ୪୪ତମ FIDE ଚେସ ଅଲମ୍ପାଏଡ । ଏହି ଅବସରରେ ସହର ସଜେଇ ହେଉଥିବା ବେଳେ ନାପିଅର ବ୍ରିଜ ଚେସ ବୋର୍ଡ (Chess Board)ର ଭ୍ରମ ସୃଷ୍ଟି କରିଛି ।
Chess Boardର ଭ୍ରମ ସୃଷ୍ଟି କଲା ଚେନ୍ନାଇ ନାପିଅର ବ୍ରିଜ - ନାପିଅର ବ୍ରିଜ
୪୪ତମ FIDE ଚେସ ଅଲମ୍ପାଏଡ ପାଇଁ ସଜେଇ ହେଲା ଚେନ୍ନାଇ ସହର । ଅଧିକ ପଢନ୍ତୁ

Chess Boardର ଭ୍ରମ ସୃଷ୍ଟି କଲା ଚେନ୍ନାଇ ନାପିଅର ବ୍ରିଜ
Chess Boardର ଭ୍ରମ ସୃଷ୍ଟି କଲା ଚେନ୍ନାଇ ନାପିଅର ବ୍ରିଜ
ଏଥିଲାଗି ସଜେଇ ହୋଇଛି ଚେନ୍ନାଇ ସହର । ଚେନ୍ନାଇକୁ ଦେଖିଲେ ଚେସ ଉତ୍ସବ ପାଳନ ହେଉଥିବା ଭଳି ମନେ ହେଉଛି । ନାପିଅର ବ୍ରିଜ ଅବିକଳ ଚେସ ବୋର୍ଡର ଭ୍ରମ ସୃଷ୍ଟି କରୁଥିବା ବେଳେ ଏବେ ଇଣ୍ଟରନେଟରେ ଏହାର ଭିଡ଼ିଓ ଭାଇରାଲ ହେଉଛି । ଏହି ଭିଡ଼ିଓକୁ ଆଇଏଏସ ଅଫିସର ସୁପ୍ରିୟା ସାହୁ ସେୟାର କରିଛନ୍ତି । ଏହାର କ୍ୟାପସନରେ ସେ ଲେଖିଛନ୍ତି ଯେ, "ଚେନ୍ନାଇ ହେଉଛି ଭାରତର ଚେସ କ୍ୟାପିଟାଲ । ସହର ଗ୍ରାଣ୍ଡ ଚେସ ଅଲମ୍ପାଏଡ଼ ୨୦୨୨କୁ ହୋଷ୍ଟ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।