ଓଡିଶା

odisha

By

Published : Dec 6, 2021, 10:07 AM IST

ETV Bharat / bharat

Student Positive: ତେଲେଙ୍ଗାନା ମେଡିକାଲ କଲେଜରୁ ୪୩ ଛାତ୍ରଛାତ୍ରୀ କୋରୋନା ପଜିଟିଭ

ତେଲେଙ୍ଗାନାର କରିମନଗର ଜିଲ୍ଲା ବୋମ୍ମାକାଲରେ ଥିବା ଚଲମେଡା ଆନନ୍ଦ ରାଓ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ କଲେଜରୁ ୪୩ ଜଣ ଛାତ୍ରଛାତ୍ରୀ (medical student corona postitive ) କୋରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

Student Positive: ତେଲେଙ୍ଗାନା  ମେଡିକାଲ କଲେଜରୁ ୪୩ ଛାତ୍ରଛାତ୍ରୀ କୋରୋନା ଆକ୍ରାନ୍ତ
Student Positive: ତେଲେଙ୍ଗାନା ମେଡିକାଲ କଲେଜରୁ ୪୩ ଛାତ୍ରଛାତ୍ରୀ କୋରୋନା ଆକ୍ରାନ୍ତ

ହାଇଦ୍ରାବାଦ: ପୁଣି ଡରାଇଲାଣି କୋରୋନା (Corona in Telangana) । ଶିକ୍ଷାନୁଷ୍ଠାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଲେଙ୍ଗାନାର ଏକ ମେଡିକାଲ କଲେଜରୁ ୪୩ଜଣ ଛାତ୍ରଛାତ୍ରୀ (medical student corona postitive ) କୋରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

ବୋମ୍ମାକାଲରେ ଥିବା ଚଲମେଡା ଆନନ୍ଦ ରାଓ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (Chalmeda Anand Rao Institute of Medical Sciences) କଲେଜରୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ କରିମନଗର ଜିଲ୍ଲା ମେଡିକାଲ ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details