କୋଲକାତା: କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ କଳାପତାକା ପ୍ରଦର୍ଶନ । କୋଲକାତାରେ ସିପିଆଇଏମ କର୍ମୀମାନେ କଳାପତାକା ପ୍ରଦର୍ଶନ କରିଛନ୍ତି ।
କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ କଳାପତାକା ପ୍ରଦର୍ଶନ - କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର
କୋଲକାତାରେ କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ କଳାପତାକା ପ୍ରଦର୍ଶନ କଲେ ସିପିଆଇଏମ କର୍ମୀ । ଅଧିକ ପଢନ୍ତୁ...
କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ କଳାପତାକା ପ୍ରଦର୍ଶନ
ଦିନିକିଆ କୋଲକାତା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀଙ୍କୁ ସିପିଆଇଏମ କର୍ମୀମାନେ କଳାପତାକା ପ୍ରଦର୍ଶନ କରିଛନ୍ତି । ସୂଚନାଥାଉକି ପୂର୍ବତନ ଭାରତୀୟ କ୍ରିକେଟର ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ହୃଦଘାତ ଯୋଗୁଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଭେଟିବା ପାଇଁ କେନ୍ଦ୍ରମନ୍ତ୍ରୀ କୋଲକାତା ଗସ୍ତ କରିଛନ୍ତି । ପଶ୍ଚିମବଙ୍ଗରେ ଆଗକୁ ନିର୍ବାଚନ ରହିଥିବାରୁ ଏଠାରେ ବିଜେପି ଟିଏମସି ଓ ସିପିଆଇଏମ ମଧ୍ୟରେ ରାଜନୈତିକ ଲଢେଇ ଜୋରଦାର ଚାଲିଛି ।