ଓଡିଶା

odisha

ETV Bharat / bharat

Budget 2022-23: ଜାଣନ୍ତୁ କେଉଁଠୁ ଆସିବ ପଇସା, କେଉଁଠି ହେବ ଖର୍ଚ୍ଚ - ଜାଣନ୍ତୁ ସରକାର କେଉଁଠୁ ଆଣିବେ ପଇସା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବଜେଟ ଆଗତ କରିଛନ୍ତି । ବଜେଟରେ କେଉଁ କ୍ଷେତ୍ରରୁ କେତେ ଆସିବ ଓ କେଉଁ କ୍ଷେତ୍ରକୁ କେତେ ଯିବ ଜାଣନ୍ତୁ । ଅଧିକ ପଢନ୍ତୁ

Budget 2022-23: ଜାଣନ୍ତୁ କେଉଁଠୁ ଆସିବ ପଇସା, କେଉଁଠି ହେବ ଖର୍ଚ୍ଚ
Budget 2022-23: ଜାଣନ୍ତୁ କେଉଁଠୁ ଆସିବ ପଇସା, କେଉଁଠି ହେବ ଖର୍ଚ୍ଚ

By

Published : Feb 1, 2022, 2:25 PM IST

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ବଜେଟ ଆଗତ କରିଛନ୍ତି । ବଜେଟରେ ଅର୍ଥମନ୍ତ୍ରୀ ଯାହା ବ୍ୟୟବରାଦ କରିଛନ୍ତି ତାହା କେଉଁଠୁ ଆସିବ ଓ କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ ଆସନ୍ତୁ ଜାଣିବା । ମୋଟ ବଜେଟକୁ ଏକ ଟଙ୍କା ହିସାବ କଲେ କେତେ ପଇସା କେଉଁ କ୍ଷେତ୍ରରୁ ଆସିବ ଓ କେତେ ପଇସା କେଉଁ କ୍ଷେତ୍ରରୁ ଯିବ ନଜର ପକାନ୍ତୁ...

Budget 2022-23: ଜାଣନ୍ତୁ କେଉଁଠୁ ଆସିବ ପଇସା, କେଉଁଠି ହେବ ଖର୍ଚ୍ଚ

କେଉଁ କ୍ଷେତ୍ରରୁ ଆସିବ ?

  • ଋଣ ଓ ଅନ୍ୟାନ୍ୟ ଦେୟ-35 ପଇସା
  • କର୍ପୋରେଟ୍‌ ଟିକସ-15 ପଇସା
  • ଆୟକର-15 ପଇସା
  • ସୀମାଶୁକ୍ଳ-5 ପଇସା
  • ଜିଏସଟି -16 ପଇସା
  • କେନ୍ଦ୍ରୀୟ ଅବକାରୀ ଟିକସ-7 ପଇସା
  • ଅଣ ଟିକସ ରାଜସ୍ବ-5 ପଇସା
  • ଅଣ ଋଣ ପୁଞ୍ଜି ରସିଦ-2 ପଇସା

କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ ?

  • ରାଜ୍ୟ ଟିକସ ଓ ଶୁକ୍ଳ ଭାଗ-17 ପଇସା
  • ସୁଧ ପରିଶୋଧ-20 ପଇସା
  • କେନ୍ଦ୍ରୀୟ ସ୍କିମ୍‌-15 ପଇସା
  • ଅର୍ଥ ଆୟୋଗ ଓ ଅନ୍ୟାନ୍ୟ ବ୍ୟୟ-10 ପଇସା
  • କେନ୍ଦ୍ର ପ୍ରୟୋଜିତ ସ୍କିମ୍‌-9 ପଇସା
  • ପ୍ରତିରକ୍ଷା-8 ପଇସା
  • ସବସିଡି-8 ପଇସାପେନସନ-4 ପଇସା
  • ଅନ୍ୟାନ୍ୟ ବ୍ୟୟ-9 ପଇସା

ABOUT THE AUTHOR

...view details