ଓଡିଶା

odisha

ETV Bharat / bharat

କିଞ୍ଜମାନ-ଜିମିଥାଙ୍ଗକୁ ଯୋଗାଯୋଗ ହେବ ସୁଦୃଢ, BRO ନିର୍ମାଣ କଲା ପୋଲ

80 ଫୁଟର ପୋଲ ନିର୍ମାଣ କଲା ଭାରତୀୟ ସୀମା ସଡକ ସଂଗଠନ ( BRO) । ଦୂର ହେବ ଟ୍ରାଫିକ ସମସ୍ୟା । ଭାରତୀୟ ସେନାକୁ ମିଳିବ ସଫଳତା । ଅଧିକ ପଢନ୍ତୁ...

କିଞ୍ଜମାନ-ଜିମିଥାଙ୍ଗ କ୍ଷତ୍ରରେ BRO ଲଞ୍ଚ କଲା ପୋଲ , ଯୋଗାଯୋଗ ହେବ ସୁଦୃଢ
କିଞ୍ଜମାନ-ଜିମିଥାଙ୍ଗ କ୍ଷତ୍ରରେ BRO ଲଞ୍ଚ କଲା ପୋଲ , ଯୋଗାଯୋଗ ହେବ ସୁଦୃଢ

By

Published : Jul 19, 2021, 7:54 AM IST

ଇଟାନଗର: 80 ଫୁଟର ପୋଲ ନିର୍ମାଣ କଲା ଭାରତୀୟ ସୀମା ସଡକ ସଂଗଠନ (BRO) । ଏହି ପୋଲ ଫଳରେ ଅରୁଣାଚଳ ପ୍ରଦେଶର କିଞ୍ଜମାନ-ଜିମିଥାଙ୍ଗ ଅଞ୍ଚଳରେ ଯୋଗାଯୋଗ କ୍ଷେତ୍ରରେ ସୁଧାର ଆସିବା ସହ ସମସ୍ୟା ସୃଷ୍ଟି କରୁଥିବା ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଦୂର ହୋଇପାରିବ ବୋଲି ସଂଗଠନ କହିଛି । ଏହି ପୋଲ କିଞ୍ଜମାନ-ଜିମିଥାଙ୍ଗ ମଧ୍ୟରେ ଯୋଗାଯୋଗର ମୁଖ୍ୟ ଆଧାର ହେବ ।

କିଞ୍ଜମାନ-ଜିମିଥାଙ୍ଗ କ୍ଷତ୍ରରେ BRO ଲଞ୍ଚ କଲା ପୋଲ , ଯୋଗାଯୋଗ ହେବ ସୁଦୃଢ

ଏହା ବିଶେଷ ଭାବେ ନିର୍ମାଣ କରାଯାଇଥିବା ବେଳେ ସୁରକ୍ଷା ଓ ସାମରିକ ଗତିବିଧି ଦୃଷ୍ଟିରୁ ମଧ୍ୟ ବେସ ଉପଯୋଗୀ ବୋଲି ବିଚାର କରାଯାଉଛି । ଏହି ପୋଲର ଲମ୍ବ ୮୦ ଫୁଟ ରହିଛି । ଏହି ପୋଲ ଐତିହାସିକ ମଧ୍ୟ । ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ଏହି ପଥରେ ଯାତ୍ରା କରି ଭାରତରେ ପ୍ରବେଶ କରିଥିଲେ ।

କିଞ୍ଜମାନ-ଜିମିଥାଙ୍ଗ କ୍ଷତ୍ରରେ BRO ଲଞ୍ଚ କଲା ପୋଲ , ଯୋଗାଯୋଗ ହେବ ସୁଦୃଢ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details