ଅମରାବତୀ: PUBG ଗେମରେ ହାରିବାରୁ ଜଣେ ୧୬ ବର୍ଷ ନାବାଳକ ଆତ୍ମହତ୍ୟା କରିଛନ୍ତି । ଏପରି ଦୁର୍ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କ୍ରୀଷ୍ଣା ଜିଲ୍ଲା ଅନ୍ତର୍ଗତ ମଛଲିପାଟନମ୍ ଠାରେ । ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ମଛଲିପାଟନମ୍ ହାଉସିଂ ବୋର୍ଡର ଓତୁକୁର ପ୍ରଭୁ ଗେମ୍ଟି ହାରିଯାଇଥିଲେ ।
PUBG ଗେମରେ ହାରି ନାବାଳକଙ୍କ ଆତ୍ମହତ୍ୟା
ଆନ୍ଧ୍ରପ୍ରଦେଶର କ୍ରୀଷ୍ଣା ଜିଲ୍ଲା ଅନ୍ତର୍ଗତ ମଛଲିପାଟନମ୍ ଠାରେ PUBG ଗେମରେ ହାରିବାରୁ ଜଣେ ୧୬ ବର୍ଷ ନାବାଳକ ଆତ୍ମହତ୍ୟା କରିଛନ୍ତି । ଅଧିକ ପଢନ୍ତୁ
PUBG ଗେମରେ ହାରି ନାବାଳକଙ୍କ ଆତ୍ମହତ୍ୟା
ଠିକ ସେତିକି ବେଳେ ପ୍ରଭୁର ସାଙ୍ଗ ତା’ ସହିତ ଥଟ୍ଟା ମଜା କରୁଥିଲେ । ମାନସିକ ଉଦାସୀନତାରେ ଜୁଝୁଥିବା ପ୍ରଭୁ ନିଜ ରୁମରେ ଥିବା ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୁଅର ମୃତ୍ୟୁରେ ସମ୍ପୂର୍ଣ୍ଣ ପରିବାର ହତାଶ ହୋଇପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ