ପାଟନା: ବିହାରର ମୋତିହାରୀରେ ବଡ ଅଘଟଣ । ଶିକରହନା ନଦୀରେ ବୁଡିଲା ଡଙ୍ଗା । ଡଙ୍ଗାରେ ୨୨ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ମିଳିଥିବାବେଳେ ଅନ୍ୟମାନେ ନିଖୋଜ ଅଛନ୍ତି । ନଦୀରେ ସର୍ଚ୍ଚ ଅପରେସନର ଆରମ୍ଭ ହୋଇଛି ।
ବିହାରରେ ବୁଡିଲା ଡଙ୍ଗା; ୨୧ ନିଖୋଜ, ଜଣେ ମୃତ - ବୁଡିଲା ଡଙ୍ଗା
ବିହାରର ମୋତିହାରୀରେ ବଡ ଅଘଟଣ । ନଦୀରେ ଡଙ୍ଗା ବୁଡିବା ପରେ ୨୧ ଜଣ ନିଖୋଜ । ଅଧିକ ପଢନ୍ତୁ...

ବିହାରରେ ବୁଡିଲା ଡଙ୍ଗା; ୨୧ ନିଖୋଜ, ଜଣେ ମୃତ
କୁହାଯାଉଛି କି, ବିହାର ଶିକରଗଞ୍ଜ ଥାନା ଅନ୍ତର୍ଗତ ଗୋଢିୟା ଗ୍ରାମରେ ରବିବାର ଏହି ଅଘଟଣ ଘଟିଛି । ସ୍ଥାନୀୟ ଲୋକେ ନଦୀ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।