କୋଲକାତା: ଟିଏମସି ସମର୍ଥକଙ୍କ ଆକ୍ରମଣରେ ପଶ୍ଚିମବଙ୍ଗରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ବିଜେପି ଦ୍ବାରା ଏକ ସମାବେଶ ଚାଲିଥିବା ବେଳେ ଟିଏମସି ସମର୍ଥକ ମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଟିଏମସି ସମର୍ଥକଙ୍କ ଆକ୍ରମଣରେ ବିଜେପି କର୍ମୀଙ୍କ ମୃତ୍ୟୁ ଅଭିଯୋଗ - ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଘଟଣା
ଟିଏମସି ସମର୍ଥକଙ୍କ ଆକ୍ରମଣରେ ପଶ୍ଚିମବଙ୍ଗରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଅଭିଯୋଗ । ଅଧିକ ପଢନ୍ତୁ .....
TMC ସମର୍ଥକଙ୍କ ଆକ୍ରମଣରେ BJP କର୍ମୀଙ୍କ ମୃତ୍ୟୁ ଅଭିଯୋଗ
ଆଜି ପଶ୍ଚିମବଙ୍ଗର ହଲିସାହରରେ ବିଜେପିର 'ସଙ୍କଳ୍ପ ଯାତ୍ରା' ଚାଲିଥିବା ସମୟରେ କିଛି ତୃଣମୁଳ କଂଗ୍ରେସର କର୍ମୀ ମାନେ ବିଜେପି କର୍ମୀମାନଙ୍କୁ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା ।ଫଳରେ ଜଣେ ଭାଜପା କର୍ମୀ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ