ଓଡିଶା

odisha

By

Published : Mar 23, 2021, 10:31 AM IST

Updated : Mar 23, 2021, 10:44 AM IST

ETV Bharat / bharat

ଆଜି ବିଜେପିର ସଂସଦୀୟ ଦଳ ବୈଠକ

ଆଜି ବିଜେପିର ସଂସଦୀୟ ଦଳ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦୀୟ ଦଳ ବୈଠକରେ ଯୋଗ ଦେବା ପାଇଁ ପହଞ୍ଚିଛନ୍ତି । ଅଧିକ ଫଢନ୍ତୁ...

BJP Parliamentary meeting
ବିଜେପିର ସଂସଦୀୟ ଦଳ ବୈଠକ

ନୂଆଦିଲ୍ଲୀ: ଆଜି ବସୁଛି ବିଜେପିର ସଂସଦୀୟ ଦଳ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦୀୟ ଦଳ ବୈଠକରେ ଯୋଗ ଦେବା ପାଇଁ ପହଞ୍ଚିଛନ୍ତି ସଂସଦର ସେଣ୍ଟ୍ରାଲ ହଲରେ । ବିଜେପିର ସଂସଦୀୟ ଦଳ ବୈଠକରେ ଦଳର ସମସ୍ତ ସାଂସଦ ଯୋଗ ଦେବେ । ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିବା ସମ୍ଭାବନା ରହିଛି ।

ସୂଚନାଥାଉକି ଗତ 17 ତାରିଖରେ ବିଜେପିର ସଂସଦୀୟ ଦଳ ବୈଠକ ବସିବାର ଥିଲା କିନ୍ତୁ ହିମାଚଳ ପ୍ରଦେଶ ମାଣ୍ଡି ସାଂସଦ ରାମସ୍ବରୂପ ଶର୍ମାଙ୍କ ଆତ୍ମହତ୍ୟା ଘଟଣା ଯୋଗୁଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ସେ ସଂସଦୀୟ କମିଟିର ସଦସ୍ୟ ରହିଥିଲେ ।

@ANI

Last Updated : Mar 23, 2021, 10:44 AM IST

ABOUT THE AUTHOR

...view details