ଭୁବନେଶ୍ବର:ରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କଲା BJD । ଆଜି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । କେବଳ ଦଳୀୟ ବିଧାୟକ ନୁହନ୍ତି, ବରଂ ଦଳମତ ନିର୍ବିଶେଷରେ ରାଜ୍ୟର ସମସ୍ତ ବିଧାୟକ NDA ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ନେଇ ନବୀନ ଟ୍ବିଟରେ ଆହ୍ବାନ ମଧ୍ୟ କରିଛନ୍ତି ।
Presidential poll: NDA ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କଲା BJD - NDAକୁ ବିଜେଡିର ସମର୍ଥନ
ରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କଲା BJD । ଦଳମତ ନିର୍ବିଶେଷରେ ରାଜ୍ୟର ସମସ୍ତ ବିଧାୟକଙ୍କୁ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ନେଇ ନବୀନଙ୍କ ଆହ୍ବାନ । ଅଧିକ ପଢନ୍ତୁ

presidential poll: NDA ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କଲା BJD
ଇଟିଭି ଭାରତ, ଭୁବନେଶ୍ବର