ପାଟନା:ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର କୋଭିଡ ସଂକ୍ରମିତ । ସେ କୋଭିଡରେ ସଂକ୍ରମିତ ହୋଇଥିବା ଟେଷ୍ଟିଂରୁ ଜଣାପଡିବା ପରେ ସଙ୍ଗରୋଧରେ ରହିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ବିବୃତ୍ତିରେ କୁହଯାଇଛି, ସେ ନିତିଶ ବର୍ତ୍ତମାନ ଗୃହ ସଙ୍ଗରୋଧରେ ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ:-ପ୍ରତିରକ୍ଷା ମନ୍ତ୍ରୀ Rajnath Singh କୋରୋନା ସଂକ୍ରମିତ