ଥିରୁଅନନ୍ତପୁରମ: ୟୁଟୁବର ବିଜୟ ପି ନାୟାରଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଘଟଣାରେ ସମ୍ପୃକ୍ତ ଥିବା ଭାଗ୍ୟଲକ୍ଷ୍ମୀ ଏବଂ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଖୋଜାଖୋଜି କରୁଛି ।
ୟୁଟୁବର ବିଜୟ ନାୟାରଙ୍କୁ ଆକ୍ରମଣ ଘଟଣା: 3 ଅଭିଯୁକ୍ତଙ୍କ ଫୋନ ବନ୍ଦ - ୟୁଟୁବରଙ୍କୁ ଆକ୍ରମଣ ଘଟଣା
ୟୁଟୁବର ବିଜୟ ପି ନାୟାରଙ୍କ ଉପରେ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଘଟଣାରେ ସମ୍ପୃକ୍ତ ଥିବା ଭାଗ୍ୟଲକ୍ଷ୍ମୀ ଏବଂ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଖୋଜାଖୋଜି କରୁଛି । ଅଧିକ ପଢନ୍ତୁ...
![ୟୁଟୁବର ବିଜୟ ନାୟାରଙ୍କୁ ଆକ୍ରମଣ ଘଟଣା: 3 ଅଭିଯୁକ୍ତଙ୍କ ଫୋନ ବନ୍ଦ ୟୁଟୁବର ବିଜୟ ନାୟାରଙ୍କୁ ଆକ୍ରମଣ ଘଟଣା](https://etvbharatimages.akamaized.net/etvbharat/prod-images/768-512-9123018-thumbnail-3x2-kerla.jpg)
ୟୁଟୁବର ବିଜୟ ନାୟାରଙ୍କୁ ଆକ୍ରମଣ ଘଟଣା
ପୋଲିସର ସୂଚନା ଅନୁଯାୟୀ ଭାଗ୍ୟଲକ୍ଷ୍ମୀ ଏବଂ ଅନ୍ୟ ଅଭିଯୁକ୍ତ ଦିୟା ସାନା ଏବଂ ଶ୍ରୀଲକ୍ଷ୍ମୀ ଆରାକ୍କାଲଙ୍କ ମୋବାଇଲ୍ ଫୋନ୍ ବନ୍ଦ ରହିଛି। ଏମାନଙ୍କୁ ଖୋଜିବାକୁ ପୋଲିସ ଚେଷ୍ଟା ଜାରି ରଖିଛି | ଏହି 3 ଜଣଙ୍କ ଜାମିନ ଆବେଦନକୁ କୋର୍ଟ ପୂର୍ବରୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ