ଲକ୍ଷ୍ନୌ: ଆଗ୍ରା ଏକ୍ସପ୍ରେସୱେରେ ଚଳନ୍ତା କାରରେ ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ । ତେବେ ଗଣଦୁଷ୍କର୍ମ ପରେ ଦୁଷ୍କର୍ମକାରୀମାନେ ପୀଡିତାଙ୍କୁ ମୃତ ଭାବି ରାସ୍ତା କଡରେ ଫିଙ୍ଗି ଚାଲିଯାଇଥିଲେ ।
ଚଳନ୍ତା କାରରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ରାସ୍ତା କଡରେ ଫିଙ୍ଗି ଦେଲେ ଦୁଷ୍କର୍ମକାରୀ - agra expressway
ଆଗ୍ରା ଏକ୍ସପ୍ରେସୱେରେ ଚଳାନ୍ତା କାରରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ । ଅଧିକ ପଢନ୍ତୁ..

ଚଳନ୍ତା କାରରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ରାସ୍ତା କଡରେ ଫିଙ୍ଗି ଦେଲେ ଦୁଷ୍କର୍ମକାରୀ
ଘଟଣାରେ ଯୁବତୀ ନିଜ ନଣନ୍ଦ ପୁଅ ଉପରେ ଅଭିଯୋଗ ଆଣିଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି ।