ନୂଆଦିଲ୍ଲୀ: କୋଭିଡ 19 ଯୁଦ୍ଧରେ ସାମିଲ ହେଲା ୱିପ୍ରୋ ଏଲଟିଡି, ୱିପ୍ରୋ ଏଣ୍ଟରପ୍ରାଇଜେସ ଏଲଟିଡି ଓ ଆଜମି ପ୍ରେମଜି ଫାଉଣ୍ଡେସନ। ପିଏମ କେୟାର୍ସ ଫଣ୍ଡକୁ ଦାନ କଲା 1125 କୋଟି ଟଙ୍କା। ତେବେ କୋରୋନା ଅଣାୟତ ପରିସ୍ଥିତିକୁ ମୁକାବିଲା କରିବା ଦିଗରେ ସରକାର ସମସ୍ତ ଅର୍ଥକୁ ବିନିଯୋଗ କରିବେ।
କୋରୋନା ସହାୟତା: WIPRO ଦେଲା 1125 କୋଟି
କୋଭିଡ 19 ଯୁଦ୍ଧରେ ସାମିଲ ହେଲା ୱିପ୍ରୋ । କୋରୋନା ସହ ଲଢିବାକୁ ଦାନ କଲା 1125 କୋଟିର ଦାନ। ଅଧିକ ଖବର ପଢନ୍ତୁ...
କୋଭିଡ୍ 19 ଯୁଦ୍ଧରେ ଲଢିବାକୁ ୱିପ୍ରୋର 1125 କୋଟିର ଦାନ
ମୋଦି ଦେଶବାସୀଙ୍କୁ ପିଏମ କେୟାର୍ସ ଫଣ୍ଡରେ ଦାନ କରିବାକୁ ଅପିଲ କରିବା ପରଠୁ ସମସ୍ତ ଜନସାଧାରଣ ନିଜର ସକ୍ଷମତା ଅନୁସାରେ ଦେଶର ଏଭଳି ଏକ ସ୍ଥିତିର ମୁକାବିଲା କରିବାକୁ ଦାନ କରୁଛନ୍ତି।
ସୂଚନା ଅନୁସାରେ, କୋଭିଡ୍ 19 ରେ ଏବେ ସୁଦ୍ଧା ଭାରତରେ 1637 ମାମଲା ସାମ୍ନାକୁ ଆସିଥିବା ବେଳେ 38 ଜଣଙ୍କ ମୃତ୍ୟୁ ଘଟିଛି।