ନୂଆଦିଲ୍ଲୀ: ମହାମାରୀ କୋରୋନା ଯୋଗୁଁ ଦେଶ ଲକ ଡାଉନ ରହିଛି । ବନ୍ଦ ରହିଛି ସମସ୍ତ ଶିକ୍ଷାନୁଷ୍ଠାନ । ତେବେ ଆସନ୍ତା ଜୁଲାଇରେ ସ୍କୁଲର ସମସ୍ତ ପରୀକ୍ଷା ହେବ ବୋଲି ଘୋଷଣା କରିଛି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ।
ସ୍କୁଲ ଖୋଲିବା ନେଇ ଉତ୍ତର ରଖିଲେ ମାନବ ସମ୍ବଳ ମନ୍ତ୍ରୀ - ସ୍କୁଲ ଖୋଲିବା ନେଇ ଉତ୍ତର ରଖିଲା ମାନବ ସମ୍ବଳ ମନ୍ତ୍ରୀ
ସ୍କୁଲ ଖୋଲିବା ନେଇ ଉତ୍ତର ରଖିଲେ ମାନବ ସମ୍ବଳ ମନ୍ତ୍ରୀ । ଆସନ୍ତା ଜୁଲାଇରେ ସ୍କୁଲର ସମସ୍ତ ପରୀକ୍ଷା ହେବ ବୋଲି ଘୋଷଣା କରିଛି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...
ସ୍କୁଲ ଖୋଲିବା ନେଇ ଉତ୍ତର ରଖିଲା ମାନବ ସମ୍ବଳ ମନ୍ତ୍ରୀ
ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରୀଆଲଙ୍କ କହିବା ଅନୁସାରେ, ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । କୋରୋନା ସ୍ଥିତି ସାମାନ୍ୟ ହେବା ପରେ ହିଁ ସ୍କୁଲ ଖୋଲିବ । ଏବେ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନାହିଁ । ତେବେ ସ୍କୁଲ ଖୋଲିବା ପରେ ବ୍ୟାପକ ପରିବର୍ତ୍ତନ କରାଯିବ । ପିଲାମାନଙ୍କୁ ସ୍କୁଲରେ ସମସ୍ତ ନୂତନ ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ ।