ହାଇଦ୍ରାବାଦ: 50-50 କଣ ବିସ୍କୁଟ ? କଣ ଏହା ନୂଆ ବିସ୍କୁଟ ? କେତେ ଆଉ 50-50 କରିବ । ମହାରାଷ୍ଟ୍ର ରାଜନୀତିକୁ ନେଇ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ଏପରି ମନ୍ତବ୍ୟ । ବିଜେପି-ଶିବସେନା ଟଣା-ଓଟରାକୁ ନେଇ ତାତ୍ସଲ୍ୟ କରି ଏପରି କହିଛନ୍ତି ଓୱେସି ।
‘50-50 କଣ ନୂଆ ବିସ୍କୁଟ ?’ - ବିଜେପି-ଶିବସେନା ଟଣା ଓଟରା
ମହାରାଷ୍ଟ୍ରରେ ଲାଗି ରହିଥିବା ବିଜେପି-ଶିବସେନା ଟଣା ଓଟରାକୁ ନେଇ ତାତ୍ସଲ୍ୟ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ।
![‘50-50 କଣ ନୂଆ ବିସ୍କୁଟ ?’](https://etvbharatimages.akamaized.net/etvbharat/prod-images/768-512-4944751-thumbnail-3x2-mh.jpg)
ଫାଇଲ ଫଟୋ
ମହାରାଷ୍ଟ୍ରରୁ ଯେତିକି ନେଲ ନେଲ ଜନତାଙ୍କ ପାଇଁ ତ କିଛି ବଞ୍ଚାଅ ବୋଲି ଆକ୍ଷେପ କରି କହିଛନ୍ତି ଅସଦୁଦ୍ଦିନ ଓୱେସି । ସତରାରେ ହୋଇଥିବା ବିନାଶ ବିଷୟରେ ବିଜେପି-ଶିବସେନା ଦୁଃଖି ନୁହଁନ୍ତି । କିନ୍ତୁ 50-50ର କଥା କହୁଛନ୍ତି । ଏହା ହିଁ ସବକା ସାଥ-ସବକା ବିକାଶ ବୋଲି କହିଛନ୍ତି ଓୱେସି ।