ଓଡିଶା

odisha

କୋରୋନା ପାଇଁ ପଶ୍ଚିମ ରେଳବାଇର 6ଟି ଟ୍ରେନ ବାତିଲ

By

Published : Mar 21, 2020, 11:10 AM IST

Updated : Mar 21, 2020, 11:36 AM IST

କୋରୋନା ଭାଇରସ ପ୍ରଭାବକୁ କମାଇବା ପାଇଁ ପଶ୍ଚିମ ରେଳବାଇର 6ଟି ଟ୍ରେନ ବାତିଲ କରାଯାଇଛି । ଅଧିକ ଖବର ପଢନ୍ତୁ...

COVID19 pandemic
କୋରୋନା ପାଇଁ ପଶ୍ଚିମ ରେଳତଟର 6ଟି ଟ୍ରେନ ବାତିଲ

ପୁଣେ: ପଶ୍ଚିମ ରେଳବାଇର 6ଟି ଟ୍ରେନ ବାତିଲ । ତେବେ କୋରୋନା ଭାଇରସ ପ୍ରଭାବକୁ କମାଇବା ପାଇଁ ସତର୍କତା ସ୍ବରୂପ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହି ବାତିଲ ଟ୍ରେନ ମଧ୍ୟରେ 14309,14310,22413,22414,29019 ଓ 29020 ରହିଛି । ତେବେ ଲୋକମାନ୍ୟ ତିଲକ ଟର୍ମିନାଲରେ ବହୁତ ସଂଖ୍ୟକ ଲୋକ ଟ୍ରେନକୁ ଅପେକ୍ଷା କରି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ମୁମ୍ବାଇର ଗୁରୁ ତେଜ ବାହାଦୁର ନଗର ରେଲୱେ ଷ୍ଟେସନ ବାହାରେ ବହୁତ କମ ଯାତ୍ରୀଙ୍କୁ ଦେଖିବାକୁ ମିଳିଥିଲା ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୁକ୍ରବାର ସମସ୍ତ ଅଫିସ୍ ଓ ଦୋକାନ ସହ ଜରୁରୀ ସାମଗ୍ରୀ ବନ୍ଦ ମାର୍ଚ୍ଚ 31 ପର୍ଯ୍ୟନ୍ତ ପୁଣେ, ମୁମ୍ବାଇ, ଓ ନାଗପୁରରେ ପ୍ରମୁଖ ମୁଖ୍ୟ ସହରରେ ବନ୍ଦ କରିବାକୁ ଶୁକ୍ରବାର ଘୋଷଣା କରିଥିଲେ ।

Last Updated : Mar 21, 2020, 11:36 AM IST

ABOUT THE AUTHOR

...view details