କୋଲକାତା: ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ୍ କୋରୋନା ପଜିଟିଭ୍ । ତାଙ୍କୁ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ରାତିରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ପଶ୍ଚିମବଙ୍ଗ ବିଜେପି ସଭାପତି କୋରୋନା ପଜିଟିଭ୍ - covid positive
ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ କୋରୋନା ପଜିଟିଭ୍ । ତାଙ୍କୁ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପଶ୍ଚିମବଙ୍ଗ ବିଜେପି ସଭାପତି କୋରୋନା ପଜିଟିଭ୍
ତାଙ୍କୁ କୋଲକାତାର ଏମଆରଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜ୍ବରର ଲକ୍ଷଣ ଥିବା କାରଣରୁ ସେ କୋରୋନା ପରୀକ୍ଷା କରାଇଥିଲେ ।ଜଣେ ବରିଷ୍ଠ ଡାକ୍ତରଙ୍କ କହିବାନୁସାରେ, ଦିଲୀପ ଘୋଷଙ୍କର 102 ଡିଗ୍ରୀ ଜ୍ବର ରହିଛି ଏବଂ ବର୍ତ୍ତମାନ ସେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷେ ତାଙ୍କର ଅମ୍ଳଜାନ ସ୍ତର ଠିକ ଅଛି ।