ଓଡିଶା

odisha

ETV Bharat / bharat

‘CAA ପରେ ଦେଶବ୍ୟାପି NRC’ - ନାଗରିକ ସଂଶୋଧନ ଆଇନ

ପଶ୍ଚିମବଙ୍ଗ ବିଜେପି ପୁସ୍ତକ ବାଣ୍ଟି କହିଲା CAA ପରେ NRC ଦେଶବ୍ୟାପି ଲାଗୁ ହେବ । ଅଧିକ ପଢନ୍ତୁ...

west-beangal-bjp-says-caa-after-nrc-affect-in-all-over-india
ଫଟୋ ସୌଜନ୍ୟ: ଫାଇଲ ଫଟୋ

By

Published : Jan 8, 2020, 5:33 PM IST

କଲିକତା: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପି ବିବାଦ ଲାଗି ରହିଥିବା ବେଳେ ଏହା ମଧ୍ୟରେ ପଶ୍ଚିମବଙ୍ଗ ବିଜେପି ବର୍ତ୍ତମାନ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା ଦେଶରେ ଲାଗୁ କରାଯିବ ବୋଲି କହିଛି । ପଶ୍ଚିମବଙ୍ଗ ବିଜେପି ପୁସ୍ତକ ବାଣ୍ଟି କହିଛି CAA ପରେ NRC ଦେଶବ୍ୟାପି ଲାଗୁ ହେବ । ଲୋକମାନଙ୍କୁ ବଙ୍ଗାଳି ଭାଷାରେ ପୁସ୍ତକ ଲିଫଲେଟ ପ୍ରଦାନ କରି ସିଏଏ ଓ ଏନଆରସି କୁ ନେଇ ଲୋକମାନଙ୍କ ମଧ୍ୟରେ ଥିବା ଦ୍ବନ୍ଦ୍ବକୁ ଦୂରାଯିବା ସହ ସଚେତନ କରାଯାଉଛି ।

ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଲୋକମାନଙ୍କୁ ପୁସ୍ତିକା ମାଧ୍ୟମରେ ସିଏଏ ଓ ଏନଆରସି ବିଷୟରେ ଅବଗତ କରାଉଛନ୍ତି । ନାଗରିକତା ସଂଶୋଧନ ଆଇନ (ସିଏଏ) କୁ ନେଇ ଦେଶବ୍ୟାପି ବ୍ୟାପକ ହିଂସା ପ୍ରଦର୍ଶନ କରାଯାଇଛି । ଖାସକରି ବିରୋଧୀ ଦଳଗୁଡିକ ସରକାରଙ୍କୁ ଜୋରଦାର ବିରୋଧ କରିଥିଲେ।

ABOUT THE AUTHOR

...view details