ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅକ୍ଷୟ କୁମାର ସିଂହର ପୁନର୍ବିଚାର ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ନିର୍ଭୟାଙ୍କ ମା ନିଜର ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ମୁଁ ଆଶା କରୁଛି ବହୁତ ଶୀଘ୍ର ନିର୍ଭୟାକୁ ନ୍ୟାୟ ମିଳିବ ।
ନିର୍ଭୟା ମାମଲା: ପୁନର୍ବିଚାର ଯାଚିକା ଖାରଜ ପରେ କଣ କହିଲେ ନିର୍ଭୟାଙ୍କ ବାପା ମାଆ - We are still not fully satisfied Until a death warrant is issued by Patiala House Court
ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅକ୍ଷୟ କୁମାର ସିଂହର ପୁନର୍ବିଚାର ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ନିର୍ଭୟାଙ୍କ ମା ନିଜର ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ମୁଁ ଆଶା କରୁଛି ବହୁତ ଶୀଘ୍ର ନିର୍ଭୟାକୁ ନ୍ୟାୟ ମିଳିବ ।
![ନିର୍ଭୟା ମାମଲା: ପୁନର୍ବିଚାର ଯାଚିକା ଖାରଜ ପରେ କଣ କହିଲେ ନିର୍ଭୟାଙ୍କ ବାପା ମାଆ nirbhaya case](https://etvbharatimages.akamaized.net/etvbharat/prod-images/768-512-5409462-thumbnail-3x2-screenshot-1658jpeg.jpg)
ଫାଇଲ ଫଟୋ
ଅନ୍ୟପଟେ ଯେପର୍ଯ୍ୟନ୍ତ ପଟିୟାଲା ହାଉସ କୋର୍ଟରୁ ଡେଥ୍ ୱାରେଣ୍ଟ ଜାରି କରାଯାଇନାହିଁ ସେ ପର୍ଯ୍ୟନ୍ତ ଆମେ ସମ୍ପୂର୍ଣ୍ଣ ଖୁସି ହୋଇ ପାରିବୁ ନାହିଁ ବୋଲି ନିର୍ଭୟାଙ୍କ ବାପା କହିଛନ୍ତି ।