ଓଡିଶା

odisha

ETV Bharat / bharat

ରାସ୍ତାରେ ଚିତ୍ର କରି ସଚେନତା ବାଣ୍ଟିଲେ ବିଶାଖାପାଟଣା ପୋଲିସ

ରାସ୍ତାରେ ଚିତ୍ର କରି ସଚେନତା ବାଣ୍ଟିଲେ ବିଶାଖାପାଟଣା ପୋଲିସ । ଘରେ ରହିବା, ସୁସ୍ଥ ରହିବାର ଦେଲେ ବାର୍ତ୍ତା । ଅଧିକ ପଢନ୍ତୁ...

By

Published : Apr 12, 2020, 2:10 AM IST

vishakhpatna police spread awarness by painting
ରାସ୍ତାରେ ଚିତ୍ର କରି ସଚେନତା ବାଣ୍ଟିଲେ ବିଶାଖାପାଟଣା ପୋଲିସ

ଅମରାବତୀ: ଆନ୍ଧ୍ରପ୍ରଦେଶରେ କୋରୋନାକୁ ନେଇ ସଚେତନତାର ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ବିଶାଖାପାଟଣାରେ ପୋଲିସମାନଙ୍କ ଦ୍ଵାରା ଘରେ ରହିବା, ସୁସ୍ଥ ରହିବାର ବାର୍ତ୍ତା ଦିଆଯାଇଛି । ବର୍ତ୍ତମାନ ସ୍ଥିତିରେ ସାମାଜିକ ଦୂରତ୍ବର ଗୁରୁତ୍ବ ଉପରେ ଅଧିକ ଧ୍ୟାନ ଦେବା ପାଇଁ ବେପାଗୁଣ୍ଟା ଜଙ୍କସନଠାରେ ପୋଲିସ୍ ପକ୍ଷରୁ ରାସ୍ତାରେ କରାଯାଇଛି ଚିତ୍ର। ଏହା ମାଧ୍ୟମରେ ଲୋକଙ୍କୁ କରାଯାଉଛି ସଚେନ।

ଏହା ବାସ୍ତବରେ ଲୋକଙ୍କୁ ଘରେ ରହି କରୋନା ସହ ମୁକାହିଲା କରିବା ପାଇଁ ଉତ୍ସାହ ଦେବାରେ ସଫଳ ହେବ । କୋରୋନା ବିନାଶରେ ସମସ୍ତେ ସହଯୋଗ କରିବେ ।

@ANI

ABOUT THE AUTHOR

...view details