ହାଇଦ୍ରାବାଦ: ବିଶାଖାପାଟନମରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ପ୍ରଭାବ ଦୁଇଦିନ ଧରି ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳୁଛି । ମଙ୍ଗଳବାର ସକାଳେ ବର୍ଷା ଲାଗି ରହିବାରୁ ଅନେକ ସ୍ଥାନରେ ଜଳସ୍ତର ବୃଦ୍ଧି ପାଇଛି ।
ବିଶାଖାପାଟନମରେ ପ୍ରବଳ ବର୍ଷା, କାର ଭାସିଯାଇ ଜଣେ ମୃତ - ବିଶାଖାପାଟନମ ପାଣିପାଗ ବିଭାଗ
ଆନ୍ଧ୍ର ପ୍ରଦେଶରେ ବର୍ଷାର ପ୍ରଭାବ ଜାରି । ରାଜ୍ୟର ନରସିପାଟନମରେ କାର ଭାସିଯାଇ ଜଣଙ୍କର ମୃତ୍ୟୁ । 3 ଜଣ ସୁରକ୍ଷିତ ଉଦ୍ଧାର । ଅଧିକ ପଢନ୍ତୁ...

ବିଶାଖାପାଟନମରେ ଭାଶିଗଲା କାର
ତେବେ ବିଶାଖାପାଟନମର ନରସିପାଟନମରେ ଏକ କାର ଭାସିଯାଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 3 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ବିଶାଖାପାଟନମ୍ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ମଙ୍ଗବାର ଆଜି କାକିନାଡା ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଗଭୀର ଅବପାତର ରୂପନେଇ ଅତିକ୍ରମ କରିବ।
@ANI