ଓଡିଶା

odisha

ETV Bharat / bharat

ଜାଲରେ ସାର୍କ, ପାଣିରେ ଛାଡି ହିରୋ ସାଜିଲେ 7 ଧୀବର - ଇନକିଜନ ଫିସ

ଜାଲରେ ଧରିଥିବା ସାର୍କକୁ ପାଣିରେ ଛାଡିଲେ କେରଳର 7 ଧିବର। ଏହି ଭିଡିଓ ଭାଇରାଲ ହେବା ସହ ସମସ୍ତେ ସେମାନଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି। ଅଧିକ ଖବର ପଢନ୍ତୁ...

_kerala-fishermen
ଜାଲରେ ବିରଳ ମାଛ, ପାଣିରେ ଛାଡି ହିରୋ ସାଜିଲେ 7 ଧୀବର

By

Published : Jan 31, 2020, 2:37 PM IST

ଥିରୁଅନନ୍ତପୁରମ: ଚର୍ଚ୍ଚାରେ ଧିବରଙ୍କ ସାର୍କ ପ୍ରେମ। ଝାଲରେ ପଡିଥିବା ବିରାଟ ସାର୍କକୁ ଧରିବା ପରେ ପୁଣି ପାଣି ଭିତରେ ଛାଡିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଟ୍ବିଟରେ ସେୟାର ଭିଡିଓ ଇନକିଜନ ଫିସ ନାଁରେ ସେୟାର କରାଯାଇଛି। ଏହି ଗ୍ରୁପ୍ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି। ଏହାସହ ମତ୍ସ୍ୟଚାଷକୁ ବୃଦ୍ଧି ଓ ସୁରକ୍ଷା ଦେବା ସହ ସମୁଦ୍ରକୁ ସଫା ରଖିବା ଇତ୍ୟାଦି କାର୍ଯ୍ୟରେ ନିୟୋଜିତ ରହିଛନ୍ତି।

ଜାଲରେ ବିରଳ ମାଛ, ପାଣିରେ ଛାଡି ହିରୋ ସାଜିଲେ 7 ଧୀବର

ଏହି ଭିଡିଓଟିକୁ କେରଳର କୋଝିକୋଡ ସମୁଦ୍ରରେ ସୁଟ୍‌ କରାଯାଇଛି। ଯେଉଁଥିରେ ମତ୍ସ୍ୟଜୀବୀ ସାର୍କକୁ ପାଣିରେ ଛାଡିବାକୁ ସାହାର୍ଯ୍ୟ କରୁଛନ୍ତି।

ଜାଲରେ ବିରଳ ମାଛ, ପାଣିରେ ଛାଡି ହିରୋ ସାଜିଲେ 7 ଧୀବର

ଏହି ଭିଡିଓଟିକୁ 30 ହଜାର ଭିୟ୍ୟୁ ହେବା ସହ ସମସ୍ତେ ମତ୍ସ୍ୟଜୀବୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ 2001ର ନିୟମ ଅନୁସାରେ ସାର୍କ ଓ ତିମିକୁ ସିଡ୍ୟୁଲ 1 ଇଣ୍ଡିଆ ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ଆକ୍ଟରେ ଯାଉଛି। ଏହି କାରଣରୁ ତିମିକୁ ଦେଶରେ ସର୍ବାଧିକ ସୁରକ୍ଷା ପ୍ରଦାନ କରାଯାଉଛି।

ABOUT THE AUTHOR

...view details