ଓଡିଶା

odisha

ଡେରାଡୁନ ଗସ୍ତରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

By

Published : Nov 30, 2019, 2:08 PM IST

ଡେରାଡୁନ ଗସ୍ତରେ ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାଇଡୁ। ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ସେ ଡେରାଡୁନରେ ପହଞ୍ଚିଛନ୍ତି। ଆଗକୁ ପଢନ୍ତୁ...

naidu,dehradun
ଡେରାଡୁନ ଗସ୍ତରେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ

ଡେରାଡୁନ: ଡେରାଡୁନରେ ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁ । ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ସେ ସେଠାରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ, ମାନବ ସମ୍ବଳ ମନ୍ତ୍ରୀ ରମେଶ ନିଶାଙ୍କ ପୋଖରିଆଲ ପ୍ରମୁଖ ଉପରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ।

ଡେରାଡୁନ ଗସ୍ତରେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ

ଏହାପରେ ସେ ରୁଡକିର କୁଞ୍ଜା ବାହାଦୂର ଗାଁରେ ପହଞ୍ଚି ରାଜା ବିଜୟ ସିଂ ଏବଂ ସେନାପତି କଲ୍ୟାଣ ସିଂଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଉତ୍ତରାଖଣ୍ଡର ୟୁନିଭରସିଟି ଅଫ ପେଟ୍ରୋଲିଅମ ଆଣ୍ଡ ଏନର୍ଜିର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଉପରାଷ୍ଟ୍ରପତି ।

ଡେରାଡୁନ ଗସ୍ତରେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ

ଉପରାଷ୍ଟ୍ରପତିଙ୍କ ଆଗମନକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ସୁପରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗଙ୍ଗନହର ଅଞ୍ଚଳରେ ସଭାର ଆୟୋଜନ କରାଯାଇଛି। ତେଣୁ ନନ୍ଦା କି ଚୌକିର 100 ମିଟର ପୂର୍ବରୁ ସାଧାରଣ ଯାନବାହାନ ଚାଳାଚଳ ବନ୍ଦ କରାଯାଇଛି। ଗାଡି ଚଳାଚଳ ପାଇଁ ଦିଗ ପରିବର୍ତ୍ତନ କରାଯାଇଛି।

ABOUT THE AUTHOR

...view details