ଓଡିଶା

odisha

ETV Bharat / bharat

ପରଲୋକରେ ପରମାଣୁ ବୈଜ୍ଞାନିକ ଶେଖର ବାସୁ

ଭେଟେରାନ ପରମାଣୁ ବୈଜ୍ଞାନିକ ତଥା ଭାରତର ପ୍ରଥମ ଆଣବିକ ଜଳଜାହାଜ INS ଆରିହାଣ୍ଟର ଉଦଭାବକ ଡ଼ଃ ଶେଖର ବାସୁଙ୍କ ଗୁରୁବାର ପରଲୋକ ହୋଇଛି ।

ପରମାଣୁ ବୈଜ୍ଞାନିକ ଶେଖର ବାସୁଙ୍କ ଦେହାନ୍ତ
ପରମାଣୁ ବୈଜ୍ଞାନିକ ଶେଖର ବାସୁଙ୍କ ଦେହାନ୍ତ

By

Published : Sep 24, 2020, 1:57 PM IST

Updated : Sep 24, 2020, 5:24 PM IST

କୋଲକାତା: ଭେଟେରାନ ପରମାଣୁ ବୈଜ୍ଞାନିକ ତଥା ଭାରତର ପ୍ରଥମ ଆଣବିକ ଜଳଜାହାଜ INS ଆରିହାଣ୍ଟର ଉଦଭାବକ ଡ଼ଃ ଶେଖର ବାସୁଙ୍କ ଗୁରୁବାର ପରଲୋକ ହୋଇଛି । ସେ କୋଲକାତାରେ ପ୍ରାଣ ହରାଇଛନ୍ତି ।

କିଛି ଦିନ ପୂର୍ବରୁ ସେ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । 2014ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶେଖର ବାସୁଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି। ମୋଦି କହିଛନ୍ତି ଯେ ପରମାଣୁ ବିଜ୍ଞାନ ଏବଂ ଇଞ୍ଜିନିୟରିଂରେ ଏକ ଅଗ୍ରଣୀ ଦେଶ ଭାବରେ ଭାରତ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡ଼ଃ ବାସୁ ପରମାଣୁ ଶକ୍ତି ଭ୍ରାତୃଭାବରେ ଯୋଗ ଦେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 24, 2020, 5:24 PM IST

ABOUT THE AUTHOR

...view details