ନୂଆଦିଲ୍ଲୀ: ବିଶ୍ବରେ ଜାରି ମହାମାରୀ କୋରୋନା ସଙ୍କଟ ମଧ୍ୟରେ କ୍ରମାଗତ ଭାବରେ ଋଷରୁ ଆସୁଛି ଖୁସି ଖବର । ସ୍ପୁଟନିକ-ଭି ଭ୍ୟାକ୍ସିନ 95 ପ୍ରତିଶତ ପ୍ରଭାବଶାଳୀ ବୋଲି ଦାବି କରିଛି ଋଷ ।
ଋଷ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଋଷ ପ୍ରତ୍ୟେକ୍ଷ ନିବେଶ କୋଷ ଏକ ବୟାନରେ କହିଛନ୍ତି ଯେ, ଏହି ଗଣନା 42 ଦିନ ପରେ ପ୍ରାପ୍ତ ପ୍ରାଥମିକ ରିପୋର୍ଟ ଆଧାରରେ ହୋଇଛି ।