ଓଡିଶା

odisha

ETV Bharat / bharat

ତୃତୀୟ ସ୍ଥାନରେ ଉତ୍ତରାଖଣ୍ଡର ପ୍ରଜ୍ଞାପନ ମେଢ - ତୃତୀୟ ସ୍ଥାନରେ ଉତ୍ତରାଖଣ୍ଡର ପ୍ରଜ୍ଞାପନ ମେଢ

ଗଣତନ୍ତ୍ର ଦିବସ ପରେଡରେ ଭାଗ ନେଇଥିଲା ଉତ୍ତରାଖଣ୍ଡର ପ୍ରଜ୍ଞାପନ ମେଢ । 26 ଜାନୁଆରୀରେ ରାଜପଥରେ ଗଡିଥିବା ଉତ୍ତରାଖଣ୍ଡର ପ୍ରଜ୍ଞାପନ ମେଢ ତୃତୀୟ ସ୍ଥାନ ଅଧିକାର କରିଛି । ଅଧିକ ପଢନ୍ତୁ...

ତୃତୀୟ ସ୍ଥାନରେ ଉତ୍ତରାଖଣ୍ଡର ପ୍ରଜ୍ଞାପନ ମେଢ
ତୃତୀୟ ସ୍ଥାନରେ ଉତ୍ତରାଖଣ୍ଡର ପ୍ରଜ୍ଞାପନ ମେଢ

By

Published : Jan 28, 2021, 6:29 PM IST

ଡେରାଡୁନ୍: ଗଣତନ୍ତ୍ର ଦିବସ ପରେଡରେ ଭାଗ ନେଇଥିଲା ଉତ୍ତରାଖଣ୍ଡର ପ୍ରଜ୍ଞାପନ ମେଢ । 26 ଜାନୁଆରୀରେ ରାଜପଥରେ ଗଡିଥିବା ଉତ୍ତରାଖଣ୍ଡର ପ୍ରଜ୍ଞାପନ ମେଢ ତୃତୀୟ ସ୍ଥାନ ଅଧିକାର କରିଛି । ବାବା କେଦାରନାଥଙ୍କ ମନ୍ଦିରକୁ ନେଇ ପ୍ରସ୍ତୁତ ହୋଇଥିଲା ପ୍ରଜ୍ଞାପନ ମେଢ । ମେଢର ନାମ ‘କେଦାରଖଣ୍ଡ’ ରଖାଯାଇଥିଲା ।

ତୃତୀୟ ସ୍ଥାନରେ ଉତ୍ତରାଖଣ୍ଡର ପ୍ରଜ୍ଞାପନ ମେଢ

ଏହି ମେଢରେ ହଲଦ୍ବାନୀର ବାସିନ୍ଦା ଦେବେଶ ପନ୍ତ ଶଙ୍କରାର୍ଚାଯ୍ୟଙ୍କ ଭୂମିକା ଦର୍ଶାଇଥିଲେ । ଏହାସହ ଉତ୍ତରାଖଣ୍ଡର ରାଜ୍ୟ ପଶୁ କସ୍ତୁରୀ ମୃଗକୁ ମଧ୍ୟ ଦର୍ଶାଯାଇଥିଲା । ରାଜ୍ୟ ପକ୍ଷୀ ମୟୂର ଓ ରାଜ୍ୟ ପୁଷ୍ପ ପଦ୍ମକୁ ମଧ୍ୟ ମେଢରେ ସାମିଲ କରାଯାଇଥିଲା । କେଦାରନାଥଙ୍କ ଭବ୍ୟ ମନ୍ଦିରକୁ ଦର୍ଶାଯାଇଥିଲା । ଏହାସହ ମନ୍ଦିର ପଛପଟେ ବିଶାଳକାୟ ଦିବ୍ୟ ଶିଳାକୁ ମଧ୍ୟ ଦେଖିବାକୁ ମିଳିଥିଲା । ଏହାସହ ମେଢ ମାଧ୍ୟମରେ କେରଳକୁ ଆସୁଥିବା ଯାତ୍ରୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟ ଦେଖାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details