ଡେରାଡୁନ:କୋରୋନାକୁ ନେଇ ଆତଙ୍କିତ ସାରା ବିଶ୍ବ । କାହିଁକି ନା ପ୍ରତ୍ୟେକ ଦିନ ଏହି ମାହାମାରୀ ଅନେକଙ୍କ ମୁଣ୍ତ ନେଉଛି । ହେଲେ ଏବେ ଜଟିଳ ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ କୋରୋନା ସହ ଲଢୁଛନ୍ତି ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ପୋଲିସ । ସେମାନଙ୍କ ସେବାକୁ ଭୂରି ଭୂରି ପ୍ରଶଂସା କରୁଛନ୍ତି ସମଗ୍ର ଭାରତ । ଏହି ପରିପ୍ରେକ୍ଷୀରେ କୋରୋନା ସହାୟତା ପାଇଁ ଆଗେଇ ଆସିଛି ଉତ୍ତରାଖଣ୍ତ ପୋଲିସ ।
କୋରୋନା ପାଇଁ ସହାୟତାର ହାତ ବଢାଇଲା ଉତ୍ତରାଖଣ୍ତ ପୋଲିସ - କୋରୋନା ପାଇଁ ସହାୟତାର ହାତ ବଢାଇଲା ଉତ୍ତରାଖଣ୍ତ ପୋଲିସ
କୋରୋନା ପାଇଁ ସହାୟତାର ହାତ ବଢାଇଲା ଉତ୍ତରାଖଣ୍ତ ପୋଲିସ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କଲେ 3,11,27,014 ଟଙ୍କା । ଅଧିକ ପଢନ୍ତୁ.....

କୋରୋନା ପାଇଁ ସହାୟତାର ହାତ ବଢାଇଲା ଉତ୍ତରାଖଣ୍ତ ପୋଲିସ
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 3,11,27,014 ଟଙ୍କା ପ୍ରଦାନ କରିଛନ୍ତି । ତେବେ ଉତ୍ତରାଖଣ୍ତ ପୋଲିସର ଏପରି କାର୍ଯ୍ୟକୁ ରାଜ୍ୟବାସୀ ପ୍ରଶଂସା କରିଛନ୍ତି । ତେବେ ଭାରତରେ 56,342 ପଜିଟିଭ ଚିହ୍ନଟ ହୋଇଥିବା ବେଳେ, 1886 ଜଣଙ୍କ ମୃତ୍ୟୁ ହୋଇଛି । ଏହି କ୍ରମରେ ଉତ୍ତରାଖଣ୍ତରେ 61 ଜଣ କୋରୋନା ସଂକ୍ରମିତ ଥିବାବେଳେ ଜଣଙ୍କ ମୃତ୍ୟୁ ହୋଇଛି ।
ସୌଜନ୍ୟ @ANI