ଡେରାଡୁନ: ଉତ୍ତରାଖଣ୍ଡରେ ଲଞ୍ଚ ହେଲା ଟେଲିମେଡିସିନ୍ ଏବଂ ଇ-ହସ୍ପିଟାଲ । କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଗତ ବୁଧବାର ଉତ୍ତରାଖଣ୍ଡର ଡୁନ ମେଡିକାଲ କଲେଜରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଟେଲିମେଡିସିନ୍ ଏବଂ ଇ-ହସ୍ପିଟାଲ ଲଞ୍ଚ କରିଛନ୍ତି ।
ଏହି ସୁବିଧା ଦ୍ବାରା ମେଡିକାଲ ଅସୁବିଧା ଦୂର ହେବା ସହ କୋରୋନା ସଂକ୍ରମଣ ବିପଦକପୁ ଦୂର କରିବ । ଏହା ବ୍ୟତୀତ ତଳିଆ ଅଞ୍ଚଳମାନଙ୍କରେ ଏହା ମେଡିକାଲ ସୁବିଧା ଯୋଗାଇବାରେ ସହାୟକ ହେବ ବୋଲି ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତି ।