ଲକ୍ଷ୍ନୌ: କୋରୋନା ଯୋଗୁଁ ଯୋଗୀ ଆଦିତ୍ୟନାଥ ସରକାରଙ୍କ ବୈଷୟିକ ଶିକ୍ଷା ମନ୍ତ୍ରୀ କମଲ ରାନୀ ବରୁଣଙ୍କ ଦେହାନ୍ତ ହୋଇଛି। କୋରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ PGI ରେ ଭର୍ତ୍ତି କରାଯାଇଥିଲା।
କୋରୋନାରେ ଯୋଗୀଙ୍କ କ୍ୟାବିନେଟ ମନ୍ତ୍ରୀ ମୃତ - କୋରୋନାରେ ଯୋଗଙ୍କ କ୍ୟାବିନେଟ ମନ୍ତ୍ରୀଙ୍କ ଦେହାନ୍ତ
କୋରୋନା ଯୋଗୁଁ ଯୋଗୀ ଆଦିତ୍ୟନାଥ ସରକାରଙ୍କ ବୈଷୟିକ ଶିକ୍ଷା ମନ୍ତ୍ରୀ କମଲ ରାନୀ ବରୁଣଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 62 ବର୍ଷ ହୋଇଥିବା ଜଣାପଡିଛି ।
କୋରୋନାରେ ଯୋଗଙ୍କ କ୍ୟାବିନେଟ ମନ୍ତ୍ରୀଙ୍କ ଦେହାନ୍ତ
କୋରୋନା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 62 ବର୍ଷ ହୋଇଥିବା ଜଣାପଡିଛି ।