ମେଡିକାଲ ଷ୍ଟାଫଙ୍କୁ ସାହାଯ୍ୟ କରୁଛି ରୋବଟ୍ - ମେଡିକାଲ ଷ୍ଟାଫଙ୍କୁ ସାହାଯ୍ୟ କରୁଛି ରୋବଟ୍
ସୋଲାପୁରର ଉପଖଣ୍ଡ କୋଟନିସ ମେମୋରିଆଲ ରେଲବାଇ ହସ୍ପିଟାଲରେ ରୋବଟ୍ ଦ୍ବାରା କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି । ଏହା ଅଟୋମେଟିକ୍ ଶରୀରର ତାପମାତ୍ରା ମାପିବା ସହ ଅକ୍ସିଜେନ୍ ପରିମାଣ ଚେକ୍ କରୁଛି । ଅଧିକ ପଢନ୍ତୁ..
![ମେଡିକାଲ ଷ୍ଟାଫଙ୍କୁ ସାହାଯ୍ୟ କରୁଛି ରୋବଟ୍ ମେଡିକାଲ ଷ୍ଟାଫଙ୍କୁ ସାହାଯ୍ୟ କରୁଛି ରୋବଟ୍](https://etvbharatimages.akamaized.net/etvbharat/prod-images/768-512-8052342-315-8052342-1594922950350.jpg)
ମେଡିକାଲ ଷ୍ଟାଫଙ୍କୁ ସାହାଯ୍ୟ କରୁଛି ରୋବଟ୍
ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ସ୍ଥିତି ସାଙ୍ଘାତିକ ପାଲଟିଛି । ମୁମ୍ବାଇରେ ସର୍ବାଧିକ କ୍ଷତି ଘଟିଛି । ଏହି ଅବସରରେ ମୁମ୍ବାଇରେ ଦିନ ରାତି ଏକ କରି ଲୋକଙ୍କ ସେବାରେ ଲାଗିଛନ୍ତି ମେଡିକାଲ ଟିମ୍ । ତେବେ ଏହି ସମୟରେ ମୁମ୍ବାଇର କେନ୍ଦ୍ରୀୟ ରେଳବାଇର ମେଡିକାଲ ଟିମକୁ ସାହାଯ୍ୟ କରୁଛି ଏକ ରୋବଟ୍ ।