ଗାନ୍ଧୀନଗର: ଫେବୃୟାରୀ 24-26 ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ତେବେ ଟ୍ରମ୍ପଙ୍କ ଗସ୍ତକୁ ନେଇ ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ‘ନମସ୍ତେ ଡୋନାଲ୍ଡ ଟ୍ରମ୍ପ’ କାର୍ଯ୍ୟକ୍ରମକୁ ନେଇ ବିଜେପି ନେତାଙ୍କ ସମେତ ଆମେରିକାରେ ରହୁଥିବା ଭାରତୀୟମାନେ ମଧ୍ୟ ଉତ୍ସାହିତ ଅଛନ୍ତି ।
‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମକୁ ଆସିବେ ଆମେରିକାର ଗୁଜୁରାଟୀ ପରିବାର ! - US Gujarati family to visit India especially for the Namaste Trump' event
‘ନମସ୍ତେ ଡୋନାଲ୍ଡ ଟ୍ରମ୍ପ’ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି ଆମେରିକାରେ ବ୍ୟବସାୟ କରୁଥିବା ଗୁଜୁରାଟୀ ପରିବାର । ଅଧିକ ପଢନ୍ତୁ...

‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି ଗୁଜୁରାଟି ପରିବାର !
ଆମେରିକାରେ ବ୍ୟବସାୟ କରୁଥିବା ଏକ ଗୁଜୁରାଟି ପରିବାର ନିକଟରେ ସୁରଟ ଆସିଛନ୍ତି । ଯେଉଁମାନଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ଜଣାପଡିଛି । ତେବେ ଏହି ପରିବାର ‘ନମସ୍ତେ ଡୋନାଲ୍ଡ ଟ୍ରମ୍ପ’ କାର୍ଯ୍ୟକ୍ରମରେ ସାମିଲ ହେବାର ଆଶଙ୍କା ରହିଛି ।