ୱାସିଂଟନ: ଇରାକର ମିଲିସିଆ ବେସ ଉପରେ ପାଲଟା ଆକ୍ରମଣ କରିଛି ଆମେରିକା । ଇରାକର ତାଜି ମିଲିଟାରୀ ବେସ୍ ଉପରେ ରକେଟ ଆକ୍ରମଣରେ ଦୁଇ ଜଣ ଆମେରିକୀୟଙ୍କ ସମେତ ତିନିଜଣ କୋଏଲେସନ୍ କର୍ମୀ ନିହତ ହୋଇଥିଲେ । ଏହା ପରେ ଆମେରିକା ସିରିଆ ସୀମାରେ ଥିବା ଅନବର ପ୍ରଦେଶର ଇରାକ ମିଲିସିଆ ବେସ ଉପରେ ଏୟାର ଷ୍ଟ୍ରାଇକ କରିଥିଲା ।
ଇରାକ ମିଲିସିଆ ବେସ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ - US attacks Iraqi militia base
ଇରାକର ମିଲିସିଆ ବେସ ଉପରେ ଆମେରିକାର ପାଲଟା ଆକ୍ରମଣ । ଆମେରିକା ସିରିଆ ସୀମାରେ ଥିବା ଅନବର ପ୍ରଦେଶର ଇରାକ ମିଲିସିଆ ବେସ ଉପରେ ଏୟାର ଷ୍ଟ୍ରାଇକ କରିଛି । ଅଧିକ ପଢନ୍ତୁ...

ଆମେରିକାର ଇରାକର ମିଲିସିଆ ବେସ ଉପରେ ଏୟାର ଷ୍ଟ୍ରାଇକ୍
15ରୁ ଅଧିକ ଛୋଟ ରକେଟ ଇରାକର ମିଲିସିଆ ବେସକୁ ମାଡ ହୋଇଛି ବୋଲି ଆମେରିକା ନେତୃତ୍ୱାଧୀନ ମିଳିତ ବାହିନୀ କହିଛି ।
@ ANI