ଓଡିଶା

odisha

By

Published : Apr 12, 2020, 1:03 PM IST

ETV Bharat / bharat

ବିଦେଶିନୀଙ୍କ ବହପ, ନିୟମ ଉଲ୍ଲଂଘନ କରି ପୋଲିସଙ୍କୁ ପ୍ରଶ୍ନ

ଲକ ଡାଉନ ଗାଇଡ ଲାଇନକୁ ବେଖାତିର । ନିୟମ ନ ମାନି ପୋଲିସ ବାବୁଙ୍କୁ ପାଠ ପଢାଇଲେ ବିଦେଶିନୀ । ଅଧିକ ପଢନ୍ତୁ...

Uruguayan diplomat flouts lockdown rules in Delhi, fights with cops
ନିୟମ ନ ମାନି ପୋଲିସ ବାବୁଙ୍କୁ ପାଠ ପଢାଇଲେ ବିଦେଶୀନି

ନୂଆଦିଲ୍ଲୀ : ପ୍ରଥମେନିୟମ ଉଲ୍ଲଂଘନ, ଆଉ ଏନେଇ ପୋଲିସ ସଚେତନ କରିବାରୁ ଓଲଟା ପ୍ରଶ୍ନ । ସବୁଠି କୋରୋନାକୁ ନେଇ ଭୟ ଓ ଆତଙ୍କ ଲାଗି ରହିଥିବା ବେଳେ, ଅଯଥା କାମରେ ବାହାରକୁ ନ ଯିବା ପାଇଁ ସରକାର ଲଗାଇଛନ୍ତି କଟକଣା । ହେଲେ ଏହି ନିୟମକୁ କେତେକ ଅଣଦେଖା କରୁଥିବା ଖବର ସାମ୍ନାକୁ ଆସିଛି । ଦିଲ୍ଲୀରେ ଜଣେ ମହିଳା ସାଇକେଲ ଧରି ଖୁଲମଖୁଲା ବୁୁଲୁଥିବାବେଳେ ପୋଲିସ ତାଙ୍କୁ ରୋକିବା ସହ ମାସ୍କ ଓ ଗ୍ଲୋଭ୍ସ ବ୍ୟବହାର କରିବାକୁ କହିବାରୁ ବିଦେଶିନୀ ଜଣକ ଓଲଟା ତାଙ୍କୁ ପ୍ରଶ୍ନ କରିଛନ୍ତି ।

ନିୟମ ନ ମାନି ପୋଲିସ ବାବୁଙ୍କୁ ପାଠ ପଢାଇଲେ ବିଦେଶୀନି

ପୋଲିସ ତାଙ୍କୁ ଅଟକାଇଥିବାରୁ ତାଙ୍କ କଥା ମାନିବା ପରିବର୍ତ୍ତେ ଯୁକ୍ତିତର୍କ ଆରମ୍ଭ କରିଥିଲେ ବିଦେଶିନୀ ଜଣକ । ଆଉ ମାସ୍କ ପିନ୍ଧିବାକୁ ଉପଦେଶ ଦେଇଥିବା ପୋଲିସ ବାବୁଙ୍କ ନାଁ କଣ ବୋଲି ପଚାରିଥିଲେ ମହିଳା ଜଣକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details