ଓଡିଶା

odisha

ଉତ୍ତରପ୍ରଦେଶ ଜଳ ଶକ୍ତି ମନ୍ତ୍ରୀ କୋରୋନା ଆକ୍ରାନ୍ତ

By

Published : Aug 3, 2020, 11:40 AM IST

ୟୁପି ଜଳ ଶକ୍ତି ମନ୍ତ୍ରୀ ମହେନ୍ଦ୍ର ସିଂ କୋରୋନା ଆକ୍ରାନ୍ତ । ଅଧିକ ପଢନ୍ତୁ...

corona
ଉତ୍ତରପ୍ରଦେଶ ଜଳ ଶକ୍ତି ମନ୍ତ୍ରୀ କୋରୋନା ଆକ୍ରାନ୍ତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଜଳ ଶକ୍ତି ମନ୍ତ୍ରୀ କୋରୋନା ଆକ୍ରାନ୍ତ । ୟୁପି ଜଳ ଶକ୍ତି ମନ୍ତ୍ରୀ ମହେନ୍ଦ୍ର ସିଂ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

ମହେନ୍ଦ୍ର ସିଂଙ୍କ ବ୍ୟତୀତ ଆଠ ଜଣ ରାଜ୍ୟ ମନ୍ତ୍ରୀ ଯୋଗେନ୍ଦ୍ର ଉପାଧ୍ୟାୟ, ଦେବେନ୍ଦ୍ର ପ୍ରତାପ ସି, ରାଜେନ୍ଦ୍ର ପ୍ରତାପ ସିଂ, ଧରମ ସିଂ ସାଇନି, ଚେତନ ଚୌହାନ, ଉପେନ୍ଦ୍ର ତିୱାରୀ, ରଘୁରାଜ ସିଂ ଏବଂ ଜୟ ପ୍ରତାପ ସିଂ ମଧ୍ୟ କୋରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

ପ୍ରକାଶ ଥାଉକି, ଗତ ମାସରେ ୟୁପି କ୍ୟାବିନେଟ୍ ମନ୍ତ୍ରୀ କମଲ ରାନି କୋରୋନା ସଂକ୍ରମିତ ହୋଇଥିଲେ । ମାତ୍ର ଗତ ରବିବାର ତାଙ୍କର କୋରୋନାରେ ମୃତ୍ୟୁ ଘଟିଛି ।

ABOUT THE AUTHOR

...view details