ନୂଆଦିଲ୍ଲୀ: ପିଲାଙ୍କୁ ସ୍ମାର୍ଟ ଓ ଶିକ୍ଷିତ କରିବା ପାଇଁ ମଦ୍ରାସା ବୋର୍ଡର ଇ-ଲର୍ଣ୍ଣିଂ ପେଜ୍। ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି 'ୱେବ-ମ୍ୟାଥ୍ ଆପ୍'। ଏହି ଆପ୍ ଦ୍ବାରା ଉତ୍ତରପ୍ରଦେଶ ମଦ୍ରାସା ପିଲାଙ୍କୁ ସହଜ ଓ ସରଳରେ ଗଣିତ ପଢାଇହେବ ।
ଏହି ଆପ କାର୍ଯ୍ୟକାରୀ ହେବା ପୂର୍ବରୁ ପ୍ରଥମେ ଶିକ୍ଷକଙ୍କୁ ଟ୍ରେନିଂ ଦିଆଯିବ । ତେବେ ଶିକ୍ଷକଙ୍କ ଆବଶ୍ୟକତା ପୂରଣ ସହ ମଦ୍ରାସା ପିଲାଙ୍କୁ ସବୁ ବିଷୟରେ ପାରଙ୍ଗମ କରିବାକୁ ଏହାର ଯୋଜନା କରାଯାଇଥିବା ସଂଖ୍ୟାଲଘୁ ଓ ମଙ୍ଗଳ ବିଭାଗ ପକ୍ଷରୁ କୁହାଯାଇଛି।