ଦେଶରେ ଭୟଙ୍କର ରୂପ ନେଉଛି ମହାମାରୀ କୋରୋନା । ପୁଣି ଦିନକରେ 312 ମୃତ । 14,933 ନୂଆ ଆକ୍ରାନ୍ତ ଚିହ୍ନଟ । ମୋଟ ଆକ୍ରାନ୍ତ ସଂଖ୍ୟା 440215 କୁ ବୃଦ୍ଧି । ସେହିପରି ମୃତକଙ୍କ ସଂଖ୍ୟା 14011କୁ ବୃଦ୍ଧି ପାଇଛି । ସେହିପରି ସମୁଦାୟ 248190 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 178014 ଟି ସକ୍ରିୟ ମାମଲା ରହିଛି ।
ଗୋଟିଏ ଦିନରେ 312 ମୃତ, ସଂଖ୍ୟା 14,011କୁ ବୃଦ୍ଧି - କୋରୋନା ମୃତ୍ୟୁ

ଗୋଟିଏ ଦିନରେ 445 କୋରୋନା ମୃତ୍ୟୁ, ସଂଖ୍ୟା 13,699କୁ ବୃଦ୍ଧି
10:04 June 23
ଗୋଟିଏ ଦିନରେ 312 ମୃତ, ସଂଖ୍ୟା 14,011କୁ ବୃଦ୍ଧି
06:29 June 23
ଗୋଟିଏ ଦିନରେ 445 କୋରୋନା ମୃତ୍ୟୁ, ସଂଖ୍ୟା 13,699କୁ ବୃଦ୍ଧି
ନୂଆଦିଲ୍ଲୀ: ଦେଶରେ ବଢିଲା କୋରୋନା ମୃତ୍ୟୁ ସଂଖ୍ୟା । ଗୋଟିଏ ଦିନରେ 445 ମୃତ । ସମୁଦାୟ ସଂଖ୍ୟା 13,699କୁ ବୃଦ୍ଧି । ସେପଟେ ଆଉ 14,821 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ 4,25,282 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ 2,37,196 ସୁସ୍ଥ ହୋଇଥିବାବେଳେ 1,74,387 ଟି ସକ୍ରିୟ ମାମଲା ରହିଛି ।
Last Updated : Jun 23, 2020, 10:05 AM IST