ଓଡିଶା

odisha

By

Published : Aug 8, 2020, 10:01 AM IST

ETV Bharat / bharat

ଦିନକରେ 61,537 ଆକ୍ରାନ୍ତ ଚିହ୍ନଟ, 933 ମୃତ

ଦିନକରେ 61,537 ଆକ୍ରାନ୍ତ ଚିହ୍ନଟ, 933 ମୃତ
ଦିନକରେ 61,537 ଆକ୍ରାନ୍ତ ଚିହ୍ନଟ, 933 ମୃତ

10:05 August 08

ଦେଶରେ 2 କୋଟି ଟପିଲା କୋରୋନା ଟେଷ୍ଟ

ଅଗଷ୍ଟ 7 ତାରିଖ ସୁଦ୍ଧା ମୋଟ 2,33,87,171 ଟି ହୋଇଛି କୋରୋନା ଟେଷ୍ଟ । ଯେଉଁଥିରେ କେବଳ ଗତକାଲି 5,98,778ଟି କରାଯାଇଛି ପରୀକ୍ଷା । ଆଇସିଏମଆରର ସୂଚନା । 

09:50 August 08

ଦିନକରେ 61,537 ଆକ୍ରାନ୍ତ ଚିହ୍ନଟ, 933 ମୃତ

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି 61,537 ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି 933 ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 20,88,612ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 42,518କୁ ବୃଦ୍ଧି ପାଇଛି । ସେପଟେ 14,27,006 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 6,19,088 ଟି ସକ୍ରିୟ ମାମଲା ରହିଛି । 

ABOUT THE AUTHOR

...view details