ଜୁନ୍ 4ତାରିଖ ସୁଦ୍ଧା ଦେଶରେ ସର୍ବମୋଟ 97,89,066ଟି ନମୁନାର ଟେଷ୍ଟ କରାଯାଇଛି । ତେବେ ଗତକାଲି ଅର୍ଥାତ ଜୁନ 4ରେ 2,48,934ଟି ନମୁନା ଟେଷ୍ଟ କରାଯାଇଥିବା ଆଇସିଏମର ସୂଚନା ଦେଇଛି ।
ଦେଶରେ କୋରୋନା ସ୍ଥିତି ସଙ୍ଗୀନ: 24ଘଣ୍ଟାରେ 24ହଜାର850 ଆକ୍ରାନ୍ତ ଚିହ୍ନଟ - ଦେଶରେ କୋରୋନା ସ୍ଥିତି ସଙ୍ଗୀନ
![ଦେଶରେ କୋରୋନା ସ୍ଥିତି ସଙ୍ଗୀନ: 24ଘଣ୍ଟାରେ 24ହଜାର850 ଆକ୍ରାନ୍ତ ଚିହ୍ନଟ ଦେଶରେ କୋରୋନା ସ୍ଥିତି ସଙ୍ଗୀନ: 24ଘଣ୍ଟାରେ 24ହଜାର850 ଆକ୍ରାନ୍ତ ଚିହ୍ନଟ](https://etvbharatimages.akamaized.net/etvbharat/prod-images/768-512-7897747-thumbnail-3x2-df.jpg)
ଦେଶରେ କୋରୋନା ସ୍ଥିତି ସଙ୍ଗୀନ: 24ଘଣ୍ଟାରେ 24ହଜାର850 ଆକ୍ରାନ୍ତ ଚିହ୍ନଟ
11:42 July 05
ଜୁନ 4ରେ ହୋଇଛି 2,48,934ଟି ନମୁନା ଟେଷ୍ଟ
06:31 July 05
24ଘଣ୍ଟାରେ 24ହଜାର850 ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ରେକର୍ଡ ସଂଖ୍ୟକ କୋରୋନା ଆକ୍ରାନ୍ତ ଚିହ୍ନଟ । 24ଘଣ୍ଟାରେ ଦେଶରେ 24ହଜାର850ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବାବେଳେ 613ଜଣଙ୍କ ମୃତ୍ୟୁ ହୋଇଛି ।
ତେବେ ସର୍ବମୋଟ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 6ଲକ୍ଷ 73ହଜାର 165ରେ ପହଞ୍ଚିଛି । ସେହିପରି 19,268 ମୃତ୍ୟୁ ହୋଇଛି । ବର୍ତ୍ତମାନ 2,44,814ଟି ସକ୍ରିୟ ମାମଲା ରହିଥିବାବେଳେ 4,09,083ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Last Updated : Jul 5, 2020, 12:06 PM IST