ଓଡିଶା

odisha

ETV Bharat / bharat

କୋରୋନା ଆତଙ୍କ: ଦେଶରେ 32ହଜାର ଟପିଲା ମୃତକଙ୍କ ସଂଖ୍ୟା - india corona update

କୋରୋନା ନେଉଛି ମୁଣ୍ଡ: ଦେଶରେ 32ହଜାର ଟପିଲା ମୃତକଙ୍କ ସଂଖ୍ୟା
କୋରୋନା ନେଉଛି ମୁଣ୍ଡ: ଦେଶରେ 32ହଜାର ଟପିଲା ମୃତକଙ୍କ ସଂଖ୍ୟା

By

Published : Jul 26, 2020, 10:41 AM IST

09:57 July 26

24ଘଣ୍ଟାରେ 48ହଜାର 661ଟି କେସ ସାମ୍ନାକୁ ଆସିଛି ଓ 705ଜଣଙ୍କ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ: ଦିନକୁ ଦିନ କୋରୋନା ସଂକ୍ରମଣ ଦେଶରେ ବଢିଚାଲିଛି । 24ଘଣ୍ଟାରେ 48ହଜାର 661ଟି କେସ ସାମ୍ନାକୁ ଆସିଛି ଓ 705ଜଣଙ୍କ ମୃତ୍ୟୁ ହୋଇଛି ।  

ବର୍ତ୍ତମାନସୁଦ୍ଧା ଦେଶରେ 13,85,522ଟି ପଜିଟିଭ ମାମଲା ରହିଥିବାବେଳେ 4,67,882ଟି ସକ୍ରିୟ କେସ ରହିଛି ଓ 8,85,577ଜଣ ଆରୋଗ୍ୟ ହୋଇଛନ୍ତି । ଅନ୍ୟପଟେ 32 ହଜାର 063ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । 

ABOUT THE AUTHOR

...view details