ଓଡିଶା

odisha

ETV Bharat / bharat

ଡରାଉଛି ମହାମାରୀ କୋରୋନା: ଦେଶରେ 30ହଜାର ଟପିଲା ମୃତକଙ୍କ ସଂଖ୍ୟା - ମହାମାରୀ କୋରୋନା

ଡରାଉଛି ମହାମାରୀ କୋରୋନା: ଦେଶରେ 30ହଜାର ଟପିଲା ମୃତକଙ୍କ ସଂଖ୍ୟା
ଡରାଉଛି ମହାମାରୀ କୋରୋନା: ଦେଶରେ 30ହଜାର ଟପିଲା ମୃତକଙ୍କ ସଂଖ୍ୟା

By

Published : Jul 24, 2020, 10:02 AM IST

08:40 July 24

ଗୋଟିଏ ଦିନରେ ସର୍ବାଧିକ ରେକର୍ଡ ସଂଖ୍ୟକ 49 ହଜାର 310ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 740ଜଣଙ୍କ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଲାଣି କୋରୋନା । ଗୋଟିଏ ଦିନରେ ସର୍ବାଧିକ ରେକର୍ଡ ସଂଖ୍ୟକ 49 ହଜାର 310ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 740ଜଣଙ୍କ ମୃତ୍ୟୁ ହୋଇଛି ।  

ବର୍ତ୍ତମାନସୁଦ୍ଧା ଦେଶରେ 12,87,945ଟି ପଜିଟିଭ ମାମଲା ରହିଥିବାବେଳେ 4,40,135ଟି ସକ୍ରିୟ କେସ ରହିଛି ଓ 8,17,209ଜଣ ଆରୋଗ୍ୟ ହୋଇଛନ୍ତି । ଅନ୍ୟପଟେ 30 ହଜାର 601ଜଣଙ୍କ ମୃତ୍ୟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । 

ABOUT THE AUTHOR

...view details