ଓଡିଶା

odisha

ETV Bharat / bharat

କୋରୋନା ଆତଙ୍କ: 24ଘଣ୍ଟାରେ 26,506 ନୂଆ ମାମଲା - କୋରୋନା ଆତଙ୍କ

କୋରୋନା ଆତଙ୍କ: 24ଘଣ୍ଟାରେ 26,506 ନୂଆ କେସ
କୋରୋନା ଆତଙ୍କ: 24ଘଣ୍ଟାରେ 26,506 ନୂଆ କେସ

By

Published : Jul 10, 2020, 10:34 AM IST

Updated : Jul 10, 2020, 12:31 PM IST

12:22 July 10

ଦିନକରେ ଟେଷ୍ଟ ହୋଇଛି 2,83,659ଟି ନମୁନା

ବର୍ତ୍ତମାନ ସୁଦ୍ଧା 1,10,24,491ଟି ନମୁନା ଟେଷ୍ଟ କରାଯାଇଛି

ଦେଶରେ ବର୍ତ୍ତମାନ ସୁଦ୍ଧା 1,10,24,491ଟି ନମୁନା ଟେଷ୍ଟ କରାଯାଇଛି । ତେବେ ଜୁଲାଇ 9ରେ ମୋଟ 2,83,659ଟି ନମୁନା ଟେଷ୍ଟ କରାଯାଇଥିବା ଆଇସିଏମଆର ସୂଚନା ଦେଇଛି । 

07:08 July 10

ଦେଶରେ ଧୀରେଧୀରେ କାୟା ବିସ୍ତାରୁଛି କୋରୋନା । 24ଘଣ୍ଟାରେ 26,506 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ।

ନୂଆଦିଲ୍ଲୀ: ଦିନକୁ ଦିନ କୋରୋନା ସଂକ୍ରମଣଙ୍କ ସଂଖ୍ୟା ହୁ ହୁ ହେଇ ବଢି ଚାଲିଛି । ଆଜି 24ଘଣ୍ଟାରେ 26,506ଟି ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଥିବାବେଳେ 457ଜଣ ପ୍ରାଣ ହରାଇଛନ୍ତି ।   

ତେବେ ଦେଶରେ ମୋଟ 7ଲକ୍ଷ 93ହଜାର 802ଟି ପଜିଟିଭ କେସ୍‌ ରହିଛି । 2,76,685ଟି ସକ୍ରିୟ କେସ ରହିଥିବାବେଳେ 4,95,513ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 21ହଜାର604ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ହେଇଛି ।  

Last Updated : Jul 10, 2020, 12:31 PM IST

ABOUT THE AUTHOR

...view details