ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 5 ଟ୍ରିଲିୟନ ଡଲାର ଅର୍ଥନୀତି ସ୍ବପ୍ନ ସାକାର ହୋଇପାରିବ । ଏହି ଟାର୍ଗେଟ ଅର୍ଥବ୍ୟବସ୍ଥା ହାସଲ କରିବାରେ ଲଘୁ ଏବଂ କ୍ଷୁଦ୍ର ଉଦ୍ୟୋଗର ଯୋଗଦାନ ସବୁଠୁ ଅଧିକା ରହିବ । କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଙ୍ଗଳବାର ଏଭଳି ଆଶା ବ୍ୟକ୍ତ କରିଛନ୍ତି ।
ନନାଙ୍କ ବିଶ୍ବାସ, ମୋଦିଙ୍କ ସ୍ବପ୍ନ ପୂରଣ କରିବ MSME - ଏମଏସଏମଇ
ମୋଦିଙ୍କ 5 ଟ୍ରିଲିୟନ ଡଲାର ଅର୍ଥନୀତି ସ୍ବପ୍ନ ପୂରଣ କରିବ ଏମଏସଏମଇ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି ।
ଫଟୋ ସୌଜନ୍ୟ-ଏଏନଆଇ
କୃଷି ପରେ ଏମଏସଏମଇ ସେକ୍ଟରରେ ହିଁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଥାଏ । ଦେଶର ରପ୍ତାନୀର 40 ପ୍ରତିଶତ ଓ ଜିଡିପିରେ 29 ପ୍ରତିଶତ ଏହାର ଯୋଗଦାନ ରହିଛି ।