ଓଡିଶା

odisha

ETV Bharat / bharat

ଭୁବନେଶ୍ବର-ଦୁବାଇ ସିଧାସଳଖ ବିମାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି - Civil Aviation Minister Hardeep Singh Puri

ଭୁବନେଶ୍ବରରୁ ଦୁବାଇ ସିଧାସଳଖ ବିମାନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 18, 2019, 11:13 AM IST

Updated : Sep 18, 2019, 11:59 AM IST

ଭୁବନେଶ୍ବର: ଭୁବନେଶ୍ବରରୁ ଦୁବାଇ ସିଧାସଳଖ ବିମାନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ।

ଭୁବନେଶ୍ବରରୁ ଦୁବାଇ ଯାତାୟତ କରୁଥିବା ଓଡିଶା ଯାତ୍ରୀଙ୍କ ସୁବିଧା ତଥା ଓଡିଶାର ବିକାଶରେ ଏହି ଆକାଶପଥରେ ଯୋଗାଯୋଗର ବଡ ଭୂମିକା ରହିଛି । ତେଣୁ ସ୍ବତନ୍ତ୍ର ଭାବରେ ହସ୍ତକ୍ଷେପ କରି ଭୁବନେଶ୍ବର-ଦୁବାଇ-ଭୁବନେଶ୍ବର ସିଧା ବିମାନ ସଂଯୋଗ ସ୍ଥାପନ କରିବା ପାଇଁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି ।

ଭୁବନେଶ୍ବର ବିମାନବନ୍ଦର ଅନ୍ତର୍ଜାତୀୟ ବିମାନ ବନ୍ଦରର ମାନ୍ୟତା ପାଇଥିବା ସତ୍ତ୍ବେ କେବଳ ବ୍ୟାଙ୍କକ୍‌, ଥାଇଲାଣ୍ଡକୁ ସିଧାସଳଖ ବିମାନ ଯାଉଛି । ସେପଟେ ପାଖାପାଖି 15000 ଓଡିଆ ଦୁବାଇରେ ବାସକରୁଥିବାରୁ ସେଠାକୁ ମଧ୍ୟ ସିଧାସଳଖ ବିମାନ ସେବା ଯୋଗାଇବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନର୍ଦଶୀ ସାହୁ, ଇଟିଭି ଭାରତ

Last Updated : Sep 18, 2019, 11:59 AM IST

ABOUT THE AUTHOR

...view details