ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବିଭିପି ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏବସରରେ ଅଖିଳ ଭାରତୀୟ ବିଦ୍ୟା ପରିଷଦର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ସର୍ବବୃହତ ଛାତ୍ର ସଂଗଠନ ଏବିଭିପି ଆଜି ଏହାର 72 ତମ ଫାଉଣ୍ଡେସନ ଦିବସ ପାଳନ କରୁଛି।
ଏବିଭିପି ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ଶାହ - Foundation Day of ABVP
ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବିଭିପି ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଅଖିଳ ଭାରତୀୟ ବିଦ୍ୟା ପରିଷଦର ସଦସ୍ୟମାନଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି। ଅଧିକ ପଢନ୍ତୁ...
![ଏବିଭିପି ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ଶାହ ଏବିଭିପି ପ୍ରତିଷ୍ଠା ଦିବସର ଶାହଙ୍କ ଶୁଭେଚ୍ଛା](https://etvbharatimages.akamaized.net/etvbharat/prod-images/768-512-11:41:59:1594275119-amitkb-0907newsroom-1594275066-589.jpg)
ଏବିଭିପି ପ୍ରତିଷ୍ଠା ଦିବସର ଶାହଙ୍କ ଶୁଭେଚ୍ଛା
ଶାହା ଟ୍ବିଟ୍ କରି କହିଛନ୍ତି ଯେ, ଏବିଭିପି ଏହାର ଜାତୀୟତାବାଦୀ ଚିନ୍ତାଧାରା ସହିତ ଗତ ସାତ ଦଶନ୍ଧିରୁ ଯୁବକମାନଙ୍କୁ ଜାତୀୟ ସେବା ପ୍ରତି ଉତ୍ସାହିତ କରି ଆସୁଛି । ସ୍ବାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ଓ ଆଦର୍ଶକୁ ଅନୁସରଣ କରି ଯୁବ ସଂଗଠନ ସଦସ୍ୟମାନେ ରାଷ୍ଟ୍ର ନିର୍ମାଣ ପଥରେ କାର୍ଯ୍ୟ କରୁଛନ୍ତି । ଏବିଭିପି ଦିବସର ଢେରା ସାରା ଶୁଭେଚ୍ଛା ଓ ଅଭିନନ୍ଦନ ।