ଓଡିଶା

odisha

ETV Bharat / bharat

କାହାର ଦମ ନାହିଁ ଦେଶକୁ ବିଭାଜନ କରିବ: କେନ୍ଦ୍ରମନ୍ତ୍ରୀ ରବିଶଙ୍କର - ନାଗରିକ ସଂଶୋଧନ ବିଲ

ନାଗରିକ ସଂଶୋଧନ ବିଲକୁ ନେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ବିରୋଧୀଙ୍କୁ ମୁହଁତୋଡ ଜବାବ।

PHOTO
ଆଇନ ମନ୍ତ୍ରୀ ରବି ଶଙ୍କର

By

Published : Dec 9, 2019, 11:24 PM IST

ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇଛି ନାଗରିକ ସଂଶୋଧନ ବିଲ । ବିଲକୁ ବିରୋଧ କରି ଏବେ ସଡକରୁ ସଂସଦ ପର୍ଯ୍ୟନ୍ତ ଜାରି ରହିଛି ବିରୋଧ। ଲୋକସଭାରେ ସରକାରଙ୍କୁ କଡା ମୁକାବିଲାର ସମ୍ମୁଖିନ ହେବାକୁ ପଡିଛି । ଫଳରେ ଏବେ ସରକାରଙ୍କ ପ୍ରତି ଚାପ ବଢିବାରେ ଲାଗିଛି।


ଲୋକସଭାରେ ବିରୋଧୀ ସିଧା ଅଭିଯୋଗ କରିଛନ୍ତି ଏହି ବିଲ ଦେଶକୁ ବିଭାଜିତ କରିବ। ବିରୋଧୀଙ୍କ ଏହି ଅଭିଯୋଗର କଡା ଜବାବ ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ। ଏନେଇ ସେ କହିଛନ୍ତି ‘କିସିକା ହିମତ୍‌ ନେହିଁ ହୈ ଭାରତ୍‌ କୋ ବିଭାଜନ କର୍‌ନେକା’ ଏହି ଦେଶରେ ଏକାଠି ହିନ୍ଦୁ, ମୁସଲିମ, ଶିଖ୍, ଇସାଇ ସମସ୍ତେ ମିଳିତ ଭାବେ ଅଛନ୍ତି ଓ ରହିବେ। ଦେଶକୁ କେହି ବିଭାଜିତ କରିପାରିବେ ନାହିଁ।

ABOUT THE AUTHOR

...view details