ଓଡିଶା

odisha

ETV Bharat / bharat

ଦିଲ୍ଲୀ ହିଂସା: ଟିଭି ଚ୍ୟାନେଲଙ୍କୁ ଆଡଭାଇଜରୀ ଜାରି - advisory to private TV channels

ଦିଲ୍ଲୀ ହିଂସାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଟିଭି ଚ୍ୟାନେଲଗୁଡିକୁ ଆଡଭାଇଜରୀ ଜାରି । ଅଧିକ ପଢନ୍ତୁ...

ଦିଲ୍ଲୀ ହିଂସା: ଟିଭି ଚ୍ୟାନେଲଙ୍କୁ ଆଡଭାଇଜରୀ ଜାରି
ଦିଲ୍ଲୀ ହିଂସା: ଟିଭି ଚ୍ୟାନେଲଙ୍କୁ ଆଡଭାଇଜରୀ ଜାରି

By

Published : Feb 25, 2020, 11:25 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ରାଜଧାନୀ ଦିଲ୍ଲୀରେ ହିଂସା ଲାଗି ରହିଛି । ହିଂସାକୁ ଦୃଷ୍ଟିରେ ରଖି ଟିଭି ଚ୍ୟାନେଲଗୁଡିକୁ ଆଡଭାଇଜରୀ ଜାରି କରାଯାଇଛି । ଏହି ଆଡଭାଇଜରୀ ଜାରି କରିଛି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ।

ଦିଲ୍ଲୀ ହିଂସା: ଟିଭି ଚ୍ୟାନେଲଙ୍କୁ ଆଡଭାଇଜରୀ ଜାରି

କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ଆଡଭାଇଜରୀ ଅନୁସାରେ ଦେଶ ବିରୋଧୀ ଗତିବିଧିକୁ ପ୍ରୋତ୍ସାହନ ଦେଉଥିବା କିମ୍ବା ହିଂସାକୁ ପ୍ରଶୟ ଦେଉଥିବା ଭଳି ତଥ୍ୟ ପ୍ରସାରଣ ନକରିବାକୁ କୁହାଯାଇଛି । ଏହାସହ ସାମ୍ପ୍ରଦାୟିକତା ସୃଷ୍ଟି କରୁଥିବା କୌଣସି ଭିଡିଓ ନ ଚଳାଇବାକୁ କୁହାଯାଇଛି । ଅନ୍ୟପକ୍ଷେ ମିଥ୍ୟା ତଥ୍ୟ ପ୍ରସାରଣ ନ କରିବାକୁ ମଧ୍ୟ ଏହି ଆଡଭାଇଜରୀରେ ଉଲ୍ଲେଖ ରହିଛି ।

@ANI

ABOUT THE AUTHOR

...view details