ନୂଆଦିଲ୍ଲୀ: ଆଜି ବସିବ କେନ୍ଦ୍ରୀୟ କ୍ୟାବିନେଟ । ସରକାର କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ଶେଷ କ୍ୟାବିନେଟ ବୈଠକ ଜୁଲାଇ 8ରେ ବସିଥିଲା ।
ଗତ ବୈଠକରେ କ୍ୟାବିନେଟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ 5 ପାଇଁ ବୃଦ୍ଧି କରିଥିଲେ । 81 କୋଟି ପରିବାର ଲୋକଙ୍କୁ 203 ଲକ୍ଷ ଟନର ଖାଦ୍ୟ ଯୋଗାଇବାକୁ ନିଷ୍ପତ୍ତି ନେଇଥିଲେ ।