ଓଡିଶା

odisha

By

Published : Jan 24, 2020, 9:52 AM IST

ETV Bharat / bharat

ନାଗପୁର ମୋଏଲ ଖଣିରେ ଦୁର୍ଘଟଣା; 2 ଶ୍ରମିକ ମୃତ୍ୟୁ

ନାଗପୁର ମୋଏଲ ଖଣିରେ ଦୁର୍ଘଟଣା। 2 କାର୍ଯ୍ୟରତ ଶ୍ରମିକ ମୃତ, 2 ଗୁରୁତର। ଅଧିକ ପଢନ୍ତୁ...

two labourer killed in mumbai nagpur in accident
ପ୍ରତିକାତ୍ମକ ଫଟୋ

ମୁମ୍ବାଇ: ମହାରାଷ୍ଟ୍ରରନାଗପୁରର ଏକ ଖଣିରେ ଦୁର୍ଘଟଣା ଘଟିବାରୁ 2ଜଣଙ୍କ ମୃତ୍ୟୁ ହୋଇଛି। ଖଣିରେ କାମ କରୁଥିବା ବେଳେ ହଠାତ କାନ୍ଥ ଭୁଷୁଡି ଦୁଇ ଶ୍ରମିକ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଚୀନ ନାଗରିକ ଥିବା ଜଣାପଡିଛି ।

ମୃତକ ଚୀନ ନାଗରିକ ହେଉଛନ୍ତି ଚାନା ଗାଙ୍ଗ। ଆହତ ସ୍ଥାନୀୟ ଅଞ୍ଚଳର ଦେବମାନ ବାଗଡେ ଏବଂ ୟଶାନ। ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।

ନାଗପୁର ମୋଏଲ ଖଣିରେ ଦୁର୍ଘଟଣା

ଚାଇନା କମ୍ପାନୀ ବୋଲି ଏଠାରେ ଚୀନ ଶ୍ରମିକ କାମ କରୁଥିଲେ କି? ଏଠାରେ ଚୀନ ଶ୍ରମିକ କାମ କରିବା ନେଇ ଉଠିଛି ଏଭଳି ପ୍ରଶ୍ନ।

ABOUT THE AUTHOR

...view details