ଓଡିଶା

odisha

By

Published : Sep 9, 2020, 9:31 PM IST

ETV Bharat / bharat

ଲାଲଚୌକରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ, 2 CRPF ଯବାନ ଆହତ

ବୁଧବାର ଜମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଗ୍ରେନେଡ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । 2 ଜଣ ସିଆରପିଏଫ ଯବାନ ଆହତ ନେଇ ସୂଚନା । ଅଧିକ ପଢନ୍ତୁ...

ଲାଲଚୌକରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ, 2 CRPF ଯବାନ ଆହତ
ଲାଲଚୌକରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ, 2 CRPF ଯବାନ ଆହତ

ଶ୍ରୀନଗର: ଘାଟିରେ ଥମୁନାହିଁ ଆତଙ୍କବାଦୀ କାର୍ଯ୍ୟକଳାପ । ବୁଧବାର ଜମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଗ୍ରେନେଡ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏହି ଘଟଣାରେ 2 ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି ।

ଅନନ୍ତନାଗ ଜିଲ୍ଲାର ଲାଲଚୌକରେ ମୁତୟନ ହୋଇଥିବା ସିଆରପିଏଫ ଯବାନଙ୍କୁ ବୁଧବାର ଗ୍ରେନେଡ ମାଡ କରିଥିଲେ ଆତଙ୍କବାଦୀ । ତେବେ ଏଥିରେ 2 ଯବାନ ଆହତ ହୋଇଛନ୍ତି । ଘଟଣା ପରେ ଏହି ଅଞ୍ଚଳକୁ ଯବାନଙ୍କ ପକ୍ଷରୁ ଘେରାବନ୍ଦୀ କରାଯାଇଛି ।

ABOUT THE AUTHOR

...view details